Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅଲମ୍ପିକ୍ସରେ ଭାରତକୁ ସ୍ବର୍ଣ୍ଣ ମିଳିଥିବାରୁ ନୀରଜ ଚୋପ୍ରାଙ୍କୁ ବାଲୁକା କଳାରେ ଅଭିନନ୍ଦନ କଲେ ସୁଦର୍ଶନ
ଅନ୍ତରାଷ୍ଟ୍ରୀୟ

ଅଲମ୍ପିକ୍ସରେ ଭାରତକୁ ସ୍ବର୍ଣ୍ଣ ମିଳିଥିବାରୁ ନୀରଜ ଚୋପ୍ରାଙ୍କୁ ବାଲୁକା କଳାରେ ଅଭିନନ୍ଦନ କଲେ ସୁଦର୍ଶନ

August 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଲମ୍ପିକ୍ସରେ ଭାରତକୁ ସ୍ବର୍ଣ୍ଣ ମିଳିଥିବାରୁ ନୀରଜ ଚୋପ୍ରାଙ୍କୁ ବାଲୁକା ଅଭିନନ୍ଦନ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ, ଆଜି ଭାରତ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। କାରଣ ହେଲା ଆଜି ଭାରତକୁ ଏକ ସ୍ବର୍ଣ୍ଣ ପଦକ ମିଳିଛି। ଜାଭେଲିନ ଥ୍ରୋ ରେ ଭାରତୀୟ ଖେଳାଳୀ ନୀରଜ ଚୋପ୍ରା ଏହି ଗୌରବ ଆଣିଛନ୍ତି। ସେଥିପାଇଁ ସାରା ଦେଶରୁ ତାଙ୍କୁ ଅଭିନନ୍ଦନ ଦିଆଯାଉଛି।

ଏପରି କ୍ଷେତ୍ରରେ ପ୍ରତିଷ୍ଠିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ତାଙ୍କ କଳା ମାଧ୍ୟମରେ ନୀରଜଙ୍କୁ ଅଭିନନ୍ଦନ କରିଛନ୍ତି। ଖୁବ କମ ସମୟ ମଧ୍ୟରେ ସୁଦର୍ଶନ ଏହି ଆକର୍ଷଣୀୟ କାଳ କରିବାରେ ସକ୍ଷମ ହୋଇଛନ୍ତି। ସେ ତାଙ୍କ କଳାର ଠିକ ମଧ୍ୟ ଭାଗରେ ଏକ ସ୍ବର୍ଣ୍ଣ ପଦକର ସ୍ଥାପତ୍ୟ ନିର୍ମାଣ କରିଛନ୍ତି। ଏଥିସହିତ ନୀରଜ ଚୋପ୍ରାଙ୍କର ଏକ ସୁନ୍ଦର ପ୍ରତିଛବି ମଧ୍ୟ ନିର୍ଣାଣ କରିଛନ୍ତି। ଏଥିରେ ନୀରଜ ଜାଭେଲିନ ଧରି ଥ୍ରୋ କରୁଥିବାର ପରିଲକ୍ଷିତ ହୋଇଛି।

Neeraj Chopra ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

June 20, 2026

ରାଉରକେଲାରେ ଡବଲ୍ ଏନକାଉଣ୍ଟର

June 20, 2026

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଏହି ୮ ଖେଳାଳି ନିଶ୍ଚିତ!: ଜାଣନ୍ତୁ ତାଲିକା

June 20, 2026
Latest News

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

June 20, 2026

ରାଉରକେଲାରେ ଡବଲ୍ ଏନକାଉଣ୍ଟର

June 20, 2026

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଏହି ୮ ଖେଳାଳି ନିଶ୍ଚିତ!: ଜାଣନ୍ତୁ ତାଲିକା

June 20, 2026

ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସିକିଲ ସେଲ ସଚେତନତା ଦିବସ ପାଳିତ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.