Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍: କେବେ ଏବଂ କେଉଁଠାରେ ଖେଳାଯିବ ମ୍ୟାଚ୍
ଅନ୍ତରାଷ୍ଟ୍ରୀୟ

ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍: କେବେ ଏବଂ କେଉଁଠାରେ ଖେଳାଯିବ ମ୍ୟାଚ୍

January 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହରାଇଥିବା ଭାରତୀୟ ଦଳ ଏବେ ଦିନିକିଆ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଟିମ୍ ଇଣ୍ଡିଆର ୯ ଖେଳାଳି ମଧ୍ୟ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛନ୍ତି। ଏହି ଖେଳାଳିମାନେ ଶୀଘ୍ର ସେଠାରେ ଉପସ୍ଥିତ ଥିବା ଟେଷ୍ଟ ଦଳର ଖେଳାଳିମାନଙ୍କ ସହିତ ଯୋଗଦେବେ। ଏହି ସିରିଜରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ସେଗୁଡିକ କେବେ ଏବଂ କେଉଁଠାରେ ହେବ ଏବଂ ଆପଣ ଏହି ମ୍ୟାଚଗୁଡ଼ିକର ଲାଇଭ୍ ପ୍ରସାରଣ ଏବଂ ଅନଲାଇନ୍ ଷ୍ଟ୍ରିମିଂ କେଉଁଠାରେ ଦେଖିବେ? ସମସ୍ତ ବିଶେଷ ସୂଚନା ଏଠାରେ ପଢନ୍ତୁ..

୧- ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ କେବେ ଏବଂ କେଉଁଠାରେ ଖେଳାଯିବ?:

ଏହି ସିରିଜରେ ୩ ଟି ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ ଜାନୁଆରୀ ୧୯ ତାରିଖରେ ପାର୍ଲର ବୋଲାଣ୍ଡ ପାର୍କରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୨୧ ତାରିଖରେ ଅନୁଷ୍ଠିତ ହେବ। ଏହା ମଧ୍ୟ ବୋଲାଣ୍ଡ ପାର୍କରେ ମଧ୍ୟ ଖେଳାଯିବ। ତୃତୀୟ ମ୍ୟାଚ୍ ଜାନୁଆରୀ ୨୩ ତାରିଖରେ କେପଟାଉନ୍ ନ୍ୟୁଲାଣ୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ।

୨- ମ୍ୟାଚ୍ କେଉଁ ସମୟରେ ଆରମ୍ଭ ହେବ?:

ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ ଟାରୁ ଆରମ୍ଭ ହେବ।

୩- କେଉଁ ଚ୍ୟାନେଲରେ ସିରିଜ୍ ସିଧା ପ୍ରସାରଣ ହେବ?:

ସମସ୍ତ ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କର ହିନ୍ଦୀ, ଇଂରାଜୀ ଏବଂ ଅନ୍ୟାନ୍ୟ ଭାଷା ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏହି ମ୍ୟାଚ୍ ଗୁଡିକ ଡିଡି ସ୍ପୋର୍ଟସରେ ମଧ୍ୟ ଦେଖିବାକୁ ମିଳିବ।

୪- ଅନ୍ଲାଇନରେ ଲାଇଭ୍ ମ୍ୟାଚ୍:

ଡିଜନି + ହଟଷ୍ଟାର ଆପରେ ଅନଲାଇନ୍ ଲାଇଭ୍ ମ୍ୟାଚ୍ ଦେଖିବାକୁ ମିଳିବ। କିନ୍ତୁ ଏଥିପାଇଁ ଆପଣଙ୍କୁ ଏହାର ଆପ୍ ଡାଉନଲୋଡ୍ କରିବାକୁ ପଡିବ।

ଟିମ୍ ଇଣ୍ଡିଆ: କେ.ଏଲ୍ ରାହୁଲ (ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଶିଖର ଧାୱନ, ଋତୁରାଜ ଗାଇକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ଋଷଭ ପନ୍ତ (ୱିକି), ଇଶାନ କିଶନ (ୱିକି), ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନ୍, ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କୃଷ୍ଣ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ନବଦୀପ ସାଇନି।

ଦକ୍ଷିଣ ଆଫ୍ରିକା: ଟେମ୍ବା ବାଭୁମା (ଅଧିନାୟକ), କେଶବ ମହାରାଜ (ଉପ-ଅଧିନାୟକ), କ୍ୱିଣ୍ଟନ୍ ଡି କକ୍ (ୱିକି), ଜୁବାଇର ହାମଜା, ମାର୍କୋ ଜେନସେନ୍, ଜେମାନ ମଲାନ, ସିସଣ୍ଡା ମାଗାଲା, ଏଡନ ମାର୍କ୍ରାମ, ଡେଭିଡ ମିଲର, ଲୁଙ୍ଗି ଏନିଗିଡି, ୱେନ ପାର୍ନେଲ, ଆଣ୍ଡିଲ ଫେଲୁକୱାୟୋ, ଡୱେନ ପ୍ରିଟୋରିୟସ୍, କାଗିସୋ ରାବାଡା, ତବ୍ରେଜ୍ ଶାମସି, ରାସି ଭାନ୍ ଡେର୍ ଡୁସେନ୍, କାଇଲ୍ ଭେରେନ୍।

ଦିନିକିଆ ସିରିଜ୍ ଭାରତ-ଦକ୍ଷିଣ ଆଫ୍ରିକା
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 13, 2026

ବିଶ୍ୱ ବାଣିଜ୍ୟ ସଂଗଠନ (WTO) ମୁଖ୍ୟଙ୍କୁ ଭେଟିଲେ ପୀୟୁଷ ଗୋୟଲ 

September 13, 2026

ରେଳପଥ ବଢ଼ିଲେ ବଦଳିବ ଅର୍ଥନୀତି! ମୟୂରଭଞ୍ଜରେ ନୂଆ ସଂଯୋଗକୁ ନେଇ ଆଶା

September 13, 2026

ପଶ୍ଚିମବଙ୍ଗରେ ସ୍ଥାପନ ହେବ ଡିଆରଡିଓର ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର

September 13, 2026
Latest News

ଖୋର୍ଦ୍ଧାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 13, 2026

ବିଶ୍ୱ ବାଣିଜ୍ୟ ସଂଗଠନ (WTO) ମୁଖ୍ୟଙ୍କୁ ଭେଟିଲେ ପୀୟୁଷ ଗୋୟଲ 

September 13, 2026

ରେଳପଥ ବଢ଼ିଲେ ବଦଳିବ ଅର୍ଥନୀତି! ମୟୂରଭଞ୍ଜରେ ନୂଆ ସଂଯୋଗକୁ ନେଇ ଆଶା

September 13, 2026

ପଶ୍ଚିମବଙ୍ଗରେ ସ୍ଥାପନ ହେବ ଡିଆରଡିଓର ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର

September 13, 2026

ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା କାଇ କି’

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.