Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ: ଆଜି ଗୁଜୁରାଟ ଟାଇଟାନ୍ସ-ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଲଢେଇ, ଜାଣନ୍ତୁ ସବିଶେଷ ତଥ୍ୟ
ଆଜିର ଖବର

ଆଇପିଏଲ: ଆଜି ଗୁଜୁରାଟ ଟାଇଟାନ୍ସ-ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଲଢେଇ, ଜାଣନ୍ତୁ ସବିଶେଷ ତଥ୍ୟ

March 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ଗୁଜୁରାଟ ଟାଇଟାନ୍ସ ମୁହାଁମୁହିଁ ହେବ। ଏହା ଉଭୟ ଦଳର ପଦାର୍ପଣ ମ୍ୟାଚ୍ ହେବ। ଉଭୟ ଦଳ ପ୍ରଥମ ମ୍ୟାଚରେ ବିଜୟ ପଞ୍ଜିକରଣ କରି ଜୋରଦାର ଆଇପିଏଲ୍ ଅଭିଯାନ ଆରମ୍ଭ କରିବାକୁ ଚାହାଁନ୍ତି। ଏହି ମ୍ୟାଚ୍ କେବେ ଏବଂ କେଉଁଠାରେ ଦେଖିବେ? ଏଠାରେ ପଢନ୍ତୁ..

୧. ଗୁଜୁରାଟ ଟାଇଟାନ୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମ୍ୟାଚ୍ ଆଇପିଏଲରେ କେବେ ଅନୁଷ୍ଠିତ ହେବ?:

ଏହି ମ୍ୟାଚ୍ ଆଜି (ମାର୍ଚ୍ଚ ୨୮ ତାରିଖ) ରାତି ୦୭.୩୦ ମିନିଟରେ ଅନୁଷ୍ଠିତ ହେବ।

୨. ଏହି ମ୍ୟାଚ୍ କେଉଁଠାରେ ଖେଳାଯିବ?:

ଏହି ମ୍ୟାଚ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ।

୩- କେଉଁ ଚ୍ୟାନେଲରେ ମ୍ୟାଚ୍ ସିଧା ପ୍ରସାରଣ ହେବ?:

ଏହି ମ୍ୟାଚଟି ଷ୍ଟାର ସ୍ପୋର୍ଟସ ନେଟୱାର୍କର ଷ୍ଟାର ସ୍ପୋର୍ଟସ ୧, ଷ୍ଟାର ସ୍ପୋର୍ଟସ ୧ ଏଚଡି, ଷ୍ଟାର ସ୍ପୋର୍ଟସ ୧ ହିନ୍ଦୀ, ଷ୍ଟାର ସ୍ପୋର୍ଟସ ୨, ଷ୍ଟାର ସ୍ପୋର୍ଟସ ୨ ଏଚଡି, ଷ୍ଟାର ସ୍ପୋର୍ଟସ ୩, ଷ୍ଟାର ସ୍ପୋର୍ଟସ ୪, ଷ୍ଟାର ସ୍ପୋର୍ଟସ ୧ ତାମିଲ ଚ୍ୟାନେଲରେ ସିଧା ପ୍ରସାରଣ ହେବ।

୪. ମ୍ୟାଚ୍ ଅନଲାଇନରେ ଦେଖାଯାଇପାରିବ କି?:

ହଁ, ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ଡିସ୍ନି + ହଟଷ୍ଟାର୍ ଆପ୍ ରେ ଦେଖିବାକୁ ମିଳିବ। ଏହାକୁ ଦେଖିବା ପାଇଁ ଆପଣଙ୍କୁ ଏହି ଆପକୁ ସବସ୍କ୍ରାଇବ କରିବାକୁ ପଡିବ।

ଉଭୟ ଦଳର ସ୍କ୍ବାଡ୍:

ଗୁଜୁରାଟ ଟାଇଟାନ୍ସ ସ୍କ୍ୱାଡ: ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ରସିଦ ଖାନ, ଶୁଭମାନ ଗିଲ, ମହମ୍ମଦ ଶାମି, ରହମାନୁଲ୍ଲା ଗୁରୁବାଜ, ଲକି ଫର୍ଗୁସନ, ଅଭିନଭ ସଦରଙ୍ଗନି, ରାହୁଲ ତେୱାତିଆ, ନୁର ଅହମ୍ମଦ, ସାଇ କିଶୋର, ବିଜୟ ଶଙ୍କର, ଜୟନ୍ତ ଯାଦବ, ଡୋମିନିକ ଡ୍ରାକସ୍, ଦର୍ଶନ ନାଲକଣ୍ଡେ, ୟଶ ଦୟାଲ, ଅଲଜାରି ଜୋସେଫ, ପ୍ରଦୀପ ସାଙ୍ଗୱାନ, ଡେଭିଡ ମିଲର, ରିଦ୍ଧିମାନ ସାହା, ମାଥ୍ୟୁ ୱେଡ, ବରୁଣ ଆରୋନ ଏବଂ ବି ସାଇ ସୁଦର୍ଶନ।

ଲକ୍ଷ୍ନୌ ସ୍କ୍ବାଡ୍: କେ.ଏଲ୍ ରାହୁଲ (କ୍ୟାପଟେନ), ମନୀଷ ପାଣ୍ଡେ, କ୍ୱିଣ୍ଟନ୍ ଡି କକ୍, ମନନ୍ ଭୋରା, ଇଭିନ୍ ଲୁଇସ୍, ମାର୍କସ୍ ଷ୍ଟୋଇନିସ୍, କୃଷ୍ଣପ୍ପା ଗୌତମ, କର୍ଣ୍ଣ ଶର୍ମା, ଜେସନ ହୋଲ୍ଡର, କାଇଲ୍ ମେୟର୍ସ, ଦୀପକ ହୁଡା, କ୍ରୁନାଲ ପାଣ୍ଡ୍ୟା, ଆୟୁଷ ବଦୋନି, ରବି ବିଶ୍ନୋଇ, ମାର୍କ ଉଡ, ଦୁଷ୍ମନ୍ତା ଚାମିରା, ଅଙ୍କିତ ରାଜପୁତ, ମୋହସିନ୍ ଖାନ୍, ଶାହାବାଜ ନଦିମ, ଆଭେଶ ଖାନ ଏବଂ ମୟଙ୍କ ଯାଦବ।

ଆଇପିଏଲ ଗୁଜୁରାଟ ଟାଇଟାନ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସ୍
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026
Latest News

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.