Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକ ବଡ ଦୁର୍ଘଟଣାରେ ସମ୍ମୁଖୀନ ହେଲେ କ୍ରିକେଟର ଋଷଭ ପନ୍ଥ, କାରଟି ଭାଙ୍ଗି ଚୁରମାର
ଆଜିର ଖବର

ଏକ ବଡ ଦୁର୍ଘଟଣାରେ ସମ୍ମୁଖୀନ ହେଲେ କ୍ରିକେଟର ଋଷଭ ପନ୍ଥ, କାରଟି ଭାଙ୍ଗି ଚୁରମାର

December 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
PanthAccident
ଏକ ବଡ ଦୁର୍ଘଟଣାରେ ସମ୍ମୁଖୀନ ହେଲେ କ୍ରିକେଟର ଋଷଭ ପନ୍ଥ, କାରଟି ଭାଙ୍ଗି ଚୁରମାର

Rishabh Pant’s Car Crashed: ଆଜି ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କ୍ରିକେଟର ଋଷଭ ପନ୍ଥ। ଏହି ଦୁଃର୍ଘଟଣାଟି ଏତେ ତୀବ୍ର ହୋଇଛି ଯେ ପନ୍ଥ ତାଙ୍କ ଜୀବନ କିପରି ବଞ୍ଚାଇଲେ ତାହା ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କାରଣ ତାଙ୍କର ମରସଡିସ କାରଟି ଡିଭାଡରରେ ପିଟି ହୋଇ ପୁରା ଚୁରୁମାର ହୋଇଯାଇଛି।

ଆଜି ସକାଳେ ଋଷଭ ତାଙ୍କର କାରରେ ଆସୁଥିବା ବେଳେ ଦିଲ୍ଲୀ ଡେରାଡୁନ ହାଇୱେରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତୀବ୍ର ଗତିରେ ଆସୁଥିବା ତାଙ୍କ କାରଟି ନିୟନ୍ତ୍ରଣ ହରାଇ ଏକ ଡିଭାଡରରେ ପିଟି ହୋଇଥିଲା। ପରେ ପରେ କାରରେ ନିଆଁ ଲାଗିଯାଇଥିଲା। ହେଲେ ଋଷଭ ଜଳନ୍ତା କାରର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ।

ତାଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ବର୍ତ୍ତମାନ ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ସେ ବିପଦ ମୁକ୍ତ ଅଛନ୍ତି ବୋଲି ଡାକ୍ତରଖାନା ସୁତ୍ରରୁ ଜଣାପଡିଛି।

Rishabh Pant
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଅଶ୍ଳୀଳ ମନ୍ତବ୍ୟ ମାମଲା: ସ୍ପଷ୍ଟୀକରଣ ଜାରି କଲେ କଂଗ୍ରେସ ନେତା

May 23, 2026

ନାବାଳିକାର ହତ୍ୟାରେ ତାମିଲନାଡୁରେ ଉତ୍ତେଜନା: ମୁଖ୍ୟମନ୍ତ୍ରୀ ବିଜୟ କଲେ ବଡ଼ ଘୋଷଣା

May 23, 2026

“ଭାରତକୁ ଅସ୍ଥିର କରିବା ପାଇଁ ପ୍ରୟାସ”: କକ୍ରୋଚ୍ ଜନତା ପାର୍ଟି ସମ୍ପର୍କରେ ବିଜେପି ର ଚେତାବନୀ

May 23, 2026

୧୯ତମ ଜାତୀୟ ରୋଜଗାର ମେଳା: ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

May 23, 2026
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଅଶ୍ଳୀଳ ମନ୍ତବ୍ୟ ମାମଲା: ସ୍ପଷ୍ଟୀକରଣ ଜାରି କଲେ କଂଗ୍ରେସ ନେତା

May 23, 2026

ନାବାଳିକାର ହତ୍ୟାରେ ତାମିଲନାଡୁରେ ଉତ୍ତେଜନା: ମୁଖ୍ୟମନ୍ତ୍ରୀ ବିଜୟ କଲେ ବଡ଼ ଘୋଷଣା

May 23, 2026

“ଭାରତକୁ ଅସ୍ଥିର କରିବା ପାଇଁ ପ୍ରୟାସ”: କକ୍ରୋଚ୍ ଜନତା ପାର୍ଟି ସମ୍ପର୍କରେ ବିଜେପି ର ଚେତାବନୀ

May 23, 2026

୧୯ତମ ଜାତୀୟ ରୋଜଗାର ମେଳା: ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

May 23, 2026

ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.