Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଜାବରେ ଲିଭିଙ୍ଗଷ୍ଟୋନ୍ ଏବଂ ଗୁଜୁରାଟରେ ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ, ଆଜି ଏଭଳି ରହିବ ଖେଳାଳି ଏକାଦଶ
ଆଜିର ଖବର

ପଞ୍ଜାବରେ ଲିଭିଙ୍ଗଷ୍ଟୋନ୍ ଏବଂ ଗୁଜୁରାଟରେ ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ, ଆଜି ଏଭଳି ରହିବ ଖେଳାଳି ଏକାଦଶ

April 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଆଇପିଏଲରେ ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଲଢେଇ ହେବ। ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଲିଆମ୍ ଲିଭିଙ୍ଗଷ୍ଟୋନ ପଞ୍ଜାବ ଦଳରେ ଯୋଗ ଦେଇଛନ୍ତି। ଏଭଳି ପରିସ୍ଥିତିରେ ପଞ୍ଜାବ ଦଳକୁ ବହୁତ ଶକ୍ତି ମିଳିବ। ଏଥି ସହିତ ଗୁଜୁରାଟ ଦଳ ପାଇଁ ଶେଷ ମ୍ୟାଚରେ ଅନୁପସ୍ଥିତ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଏହି ମ୍ୟାଚରେ ପୁଣି ଥରେ ତାଙ୍କ ଦଳର ଅଧିନାୟକତ୍ୱ ପରିଚାଳନା କରୁଥିବା ଦେଖିବାକୁ ମିଳିବ। ଏହି ଦୁଇ ଅଲରାଉଣ୍ଡରଙ୍କ ପ୍ରତ୍ୟାବର୍ତ୍ତନ ସହିତ ଉଭୟ ଦଳକୁ ପ୍ଲେଇଂ-୧୧ ଏବଂ ରଣନୀତିରେ କିଛି ପରିବର୍ତ୍ତନ କରିବାକୁ ପଡିବ।

ସମ୍ଭାବ୍ୟ ଖେଳାଳି ଏକାଦଶ ଏବଂ ଉଭୟ ଦଳର ଇମ୍ପାକ୍ଟ ଖେଳାଳି:

ପଞ୍ଜାବ କିଙ୍ଗ୍ସ (ପ୍ରଥମେ ବ୍ୟାଟିଂ): ପ୍ରଭାସୀମରନ୍ ସିଂ, ଶିଖର ଧାୱନ (ଅଧିନାୟକ), ଭାନୁକା ରାଜପକ୍ସା, ଜିତେଶ ଶର୍ମା (ୱି.କି), ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରାନ୍, ଏମ୍ ଶାହରୁଖ ଖାନ୍, ହରପ୍ରୀତ ବରାର, ନାଥାନ୍ ଏଲିସ୍, ରାହୁଲ ଚହର, ଅର୍ଶଦୀପ ସିଂ।

ପଞ୍ଜାବ କିଙ୍ଗ୍ସ (ପ୍ରଥମେ ବୋଲିଂ): ଶିଖର ଧାୱନ (ଅଧିନାୟକ), ଭାନୁକା ରାଜପକ୍ସା, ଜିତେଶ ଶର୍ମା (ୱି.କି), ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରାନ୍, ଏମ ଶାହାରୁଖ ଖାନ, ହରପ୍ରୀତ ବରାର, ନାଥନ ଏଲିସ, ରାହୁଲ ଚହର, ଅର୍ଶଦୀପ ସିଂ, ଋଷି ଧାୱନ।

ଇମ୍ପାକ୍ଟ ଖେଳାଳି: ଋଷି ଧାୱନ/ପ୍ରଭାସୀମରନ୍ ସିଂ

ଗୁଜୁରାଟ ଟାଇଟାନ୍ସ (ପ୍ରଥମେ ବ୍ୟାଟିଂ): ରିଦ୍ଧିମାନ ସାହା (ୱି.କି), ଶୁଭମାନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱତିଆ, ରସିଦ ଖାନ, ଅଲଜାରୀ ଜୋସେଫ, ମହମ୍ମଦ ଶାମି, ଆର ସାଇ କିଶୋର।

ଗୁଜୁରାଟ ଟାଇଟାନ୍ସ (ପ୍ରଥମେ ବୋଲିଂ): ରିଦ୍ଧିମାନ ସାହା (ୱି.କି), ଶୁଭମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱତିଆ, ରସିଦ ଖାନ, ଅଲଜାରି ଜୋସେଫ, ମହମ୍ମଦ ଶାମି, ଆର ସାଇ କିଶୋର, ଜୋସେ ଲିଟିଲ।

ଇମ୍ପାକ୍ଟ ଖେଳାଳି: ଜୋସ୍ ଲିଟିଲ୍/ସାଇ ସୁଦର୍ଶନ।

ଉଭୟ ଦଳର ପ୍ରଦର୍ଶନ:

ଆଇପିଏଲର ଏହି ସିଜନରେ ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ପ୍ରତ୍ୟେକ ତିନୋଟି ମ୍ୟାଚ୍ ଖେଳିଛନ୍ତି। ଉଭୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିଲେ, କିନ୍ତୁ ପୂର୍ବ ମ୍ୟାଚରେ ସେମାନେ ପରାଜୟର ସମ୍ମୁଖୀନ ହୋଇଥିଲେ। ଏଭଳି ପରିସ୍ଥିତିରେ ଉଭୟ ଦଳ ଏହି ମ୍ୟାଚ୍ ମାଧ୍ୟମରେ ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବେ।

ଆଇପିଏଲ ଗୁଜୁରାଟ ଟାଇଟାନ୍ସ ପଞ୍ଜାବ କିଙ୍ଗସ୍ ହାର୍ଦ୍ଦିକ ପାଣ୍ଡ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା 

May 19, 2026

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Latest News

ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା 

May 19, 2026

ରାଶିଫଳ: ମେ ୧୯ ତାରିଖ ମଙ୍ଗଳବାର ଦିନ ଏହି ରାଶିର ଲୋକ ପାଇବେ ଖୁସି ଖବର

May 19, 2026

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.