Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ
ଖେଳ

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ବାଣପୁର ( ସୀତାରାମ ଅଗ୍ରୱାଲ): ଆଜି ମହାବିଦ୍ୟାଳୟ କ୍ରୀଡା ପରିଷଦ ଆନୁକୁଲ୍ୟରେ ହକିର ଯାଦୁଗର ମେଜର ଧ୍ୟନଚାନ୍ଦଙ୍କ ଜୟନ୍ତୀ ଓ ଜାତୀୟ କ୍ରୀଡା ଦିବସ ଗୋଦାବରୀଶ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ବାଚନାଳୟରେ ଆୟୋଜିତ ହୋଇ ଯାଇଛି।ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀଯୁକ୍ତ ବିନାୟକ ହୋତା ଯୋଗଦେଇ ପାଠ ପଢ଼ିବା ସହିତ କ୍ରୀଡା କୁ ଏହି ସମୟରେ ଗୁରୁତ୍ଵ ଦେବାପାଇଁ ଉପଦେଶ ଦେଇଥିଲେ।

ସଭାରେ +୨ ର ଭରପ୍ରପ୍ତ ଅଧିକାରୀ ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର,ପ୍ରଶାସନିକ ଅଧିକାରୀ ଡ ଏସ.ପି. ଏନ ଏସ ବର୍ମା, ସହ ଅଧିକାରିଣୀ ଡ ସୁଜାତା ମିଶ୍ର, କ୍ରୀଡା ପରିଷଦର ଉପସଭାପତି ଶ୍ରୀ ପୁଲିନ ବିହାରୀ ଜେନା ,ଶ୍ରୀ ଆଦିତ୍ୟ ସାରଥୀ ବେଦମତ୍ତା,ଶ୍ରୀ ଜୟନ୍ତ କୁମାର ବିହାରୀ,ଶ୍ରୀ ସତ୍ୟାନନ୍ଦ ମହାରଣା ଆଦି ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ ଛାତ୍ର ଜୀବନରେ କ୍ରୀଡାର ମହତ୍ତ୍ଵ ମେଜର ଧ୍ୟନଚାନ୍ଦଙ୍କ ଜୀବନୀ ଓ ହକିକୁ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ।

ଭାରେ ଏନ୍ ସି ସି,ରେଞ୍ଜର ରୋଭର, ଏନ୍ ଏସ ଏସ ଓ ୟୁଥ୍ ରେଡକ୍ରସ ର ସ୍ବେଛାସେବୀ ମାନେ ଯୋଗଦେଇ ଥିବାବେଳେ କ୍ରୀଡା ପରିଷଦର ଅନ୍ୟତମ ଉପ ସଭାପତି ଅଧ୍ୟାପିକା ଉର୍ବଶୀ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।

banpur ଗୋଦାବରୀଶ ମହାବିଦ୍ୟାଳୟ ଜାତୀୟ କ୍ରୀଡା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟ ଟି-୨୦ରେ ରେକର୍ଡର ବର୍ଷା: ୱେଲିଂଟନରେ ୬ଟି ରେକର୍ଡ ଭାଙ୍ଗିଲେ ଅଭିଷେକ ଏବଂ ବୈଭବ!

October 27, 2026

ତୃତୀୟ ଟି-୨୦ ପାଇଁ ତିନୋଟି ବଡ଼ ପରିବର୍ତ୍ତନ: ଏହି ୧୧ ଖେଳାଳିଙ୍କୁ ସ୍ଥାନ ଦେଲା ଟିମ୍ ଇଣ୍ଡିଆ

October 27, 2026

ୱେଲିଂଟନ୍‌ରେ ଆଜି ତୃତୀୟ ଟି-୨୦: ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

October 27, 2026

ନ୍ୟୁଜିଲାଣ୍ଡ-ଏ’ ବିପକ୍ଷରେ ମୈଦାନକୁ ଫେରିବେ ବୁମ୍‌ରା ଓ ପନ୍ତ୍

October 27, 2026
Latest News

ଆନ୍ଧ୍ର ଉପକୂଳରେ ଭୟଙ୍କର ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଅତିକ୍ରମ: ପ୍ରବଳ ବର୍ଷା, ପବନ ସହ ବଢ଼ୁଛି ସମୁଦ୍ର ଜୁଆର

October 28, 2026

ଗଜପତିରେ ପ୍ରବଳ ବର୍ଷା, ମୋହନାରେ ସର୍ବାଧିକ ୧୮୨.୪ ମିମି ରେକର୍ଡ

October 28, 2026

ବାଲନ୍ ଡି’ ଓର୍ ପୁରସ୍କାର ଜିତିଲେ ହ୍ୟାରୀ କେନ୍

October 28, 2026

ବିହାର MLC ନିର୍ବାଚନରେ ବଡ଼ ଟ୍ୱିଷ୍ଟ! ଜନ ସୂରଜ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ୍‌

October 28, 2026

ଶିକାରୀ ଗୁଳିରେ ପ୍ରାଣ ହରାଇଲା କୁନୋର ଚିତା ଶାବକ

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.