Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»୨୩ରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌
ଖେଳ

୨୩ରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌

October 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Commonwealth Kabaddi Championship in Ahmedabad from the 23rd
Commonwealth Kabaddi Championship in Ahmedabad from the 23rd

ନୂଆଦିଲ୍ଲୀ: ଅହମଦାବାଦରେ ଅକ୍ଟୋବର ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌ ଆୟୋଜିତ ହେବାକୁ ଯାଉଛି। ୯ ଦିନ ଧରି ଚାଲିବାକୁ ଥିବା ଏହି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍‌ରେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଖେଳାଳିମାନେ ନିଜର ପ୍ରତିଦ୍ୱନ୍ଦ୍ୱିତା ପ୍ରଦର୍ଶନ କରିବେ।

ଅନ୍ତର୍ଜାତୀୟ କବାଡ଼ି ମହାସଂଘର ସ୍ୱୀକୃତି ଏବଂ ଭାରତୀୟ ସୌଖୀନ୍ କବାଡ଼ି ମହାସଂଘର ପରିଚାଳନାରେ ଅନୁଷ୍ଠିତ ହେବାକୁ ଥିବା ଏହି ଚାମ୍ପିଅନ୍‌ଶିପ୍‌ରେ ମୋଟ ୨୩ଟି ଦଳ ଏବଂ ୧୩ଟି ଦେଶରୁ ୪୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍ ଭାଗନେଉଛନ୍ତି। ଏହି ୯ ଦିନିଆ ଇଭେଣ୍ଟ୍‌ରେ ମୋଟ ୬୨ଟି ରୋମାଞ୍ଚକର ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତାରେ ଭାରତ, ଶ୍ରୀଲଙ୍କା, ବାଂଲାଦେଶ, ନାଇଜେରିଆ, କେନିଆ, ତାଞ୍ଜାନିଆ, କାନାଡା, ସିଙ୍ଗାପୁର, ମାଲେସିଆ, ୟୁଗାଣ୍ଡା, ଇଂଲଣ୍ଡ, ସ୍କଟ୍‌ଲାଣ୍ଡ୍ ଏବଂ ଅଷ୍ଟ୍ରେଲିଆ ଭଳି ପ୍ରମୁଖ ଦେଶଗୁଡ଼ିକର ଟିମ୍ ଅଂଶଗ୍ରହଣ କରୁଛନ୍ତି। ଆୟୋଜକ ଭାରତ ପକ୍ଷରୁ ପୁରୁଷ ଦଳର କ୍ୟାପ୍‌ଟେନ୍ ଦାୟିତ୍ୱ ସୁରଜିତ ସିଂହ ଏବଂ ମହିଳା ଦଳର କ୍ୟାପ୍‌ଟେନ୍ ଦାୟିତ୍ୱ ନିଧି ଶର୍ମା ବହନ କରିବେ।

ଟୁର୍ଣ୍ଣାମେଣ୍ଟ୍‌ର ମ୍ୟାଚ୍‌ଗୁଡ଼ିକ ଗ୍ରୁପ୍ ପର୍ଯ୍ୟାୟରୁ ଆରମ୍ଭ ହୋଇ ଅକ୍ଟୋବର ୩୦ରେ ଉଭୟ ପୁରୁଷ ଓ ମହିଳା ବର୍ଗର ସେମିଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ। ଏହାପରେ ଅକ୍ଟୋବର ୩୧ ତାରିଖରେ ଫାଇନାଲ୍ ମ୍ୟାଚ୍ ସହିତ ଏହି ପ୍ରତିଯୋଗିତାର ଉଦ୍‌ଯାପନ ହେବ। ଏକେଏଫ୍‌ଆଇର ସମ୍ପାଦକ ଜିତେନ୍ଦ୍ର ସିଂହ ଠାକୁର କହିଛନ୍ତି ଯେ ଭାରତୀୟ ମାଟିରେ ଏହାର ଆୟୋଜନ କବାଡ଼ି କ୍ରୀଡ଼ା ପାଇଁ ଏକ ଗୌରବର ମୁହୂର୍ତ୍ତ ଅଟେ।

ଅହମଦାବାଦ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍ ସୁରଜିତ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ଫିକ୍କିର ବାର୍ଷିକ ସାଧାରଣ ସଭା ଏବଂ ବାର୍ଷିକ ସମ୍ମିଳନୀକୁ ଉଦ୍‌ଘାଟନ କଏଲଇ ପ୍ରଧାନମନ୍ତ୍ରୀ

November 19, 2026

‘ୱି ଆର୍ ଅଲ୍ ଷ୍ଟ୍ରେଞ୍ଜର୍ସ’ ଚଳଚ୍ଚିତ୍ର ସହ ଉଦଯାପିତ ହେବ ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

November 19, 2026

ବାଂଲାଦେଶକୁ ପରାସ୍ତ କରି WTC ମାନ୍ୟତାର ଶୀର୍ଷରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା

November 19, 2026

ଏବେ ଦେଶର ପେଟ୍ରୋଲ ପମ୍ପଗୁଡ଼ିକରେ ସଙ୍କଟ!: କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ଡିଲର

November 19, 2026
Latest News

ବାତ୍ୟା ଆଶ୍ରୟସ୍ଥଳରେ ସମୀକ୍ଷା କରି ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ପୁରୀ ଜିଲ୍ଲାପାଳ ଓ ଏସପି

November 19, 2026

ବାତ୍ୟା ‘ଅକୱାନ’ ପାଇଁ ଗଞ୍ଜାମରେ ବଡ଼ କଟକଣା: ବସ୍-ଟ୍ରକ୍ ଚଳାଚଳ ବନ୍ଦ, ଯାତ୍ରୀଙ୍କ ପାଇଁ ବଡ଼ ଖବର

November 19, 2026

ଆଦିବାସୀଙ୍କ ଜମି ଉପରେ କାହାର ଅଧିକାର? ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

November 19, 2026

ବାତ୍ୟା ‘‘ଅକୱାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକ ସ୍ଥାନାନ୍ତରିତ

November 19, 2026

ବାତ୍ୟା ଆଶଙ୍କାରେ ଓଡ଼ିଶାର ୧୩ ଜିଲ୍ଲାରେ ସ୍କୁଲ ଛୁଟି, ୨୧ ତାରିଖ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.