Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୋଡସେଫ୍ଟି ଓ୍ବାର୍ଲ୍ଡ ସିରିଜ୍‌ ଟି 20 : ସଚିନ୍‌-ଲାରା ମୁକାବିଲା
ଆଜିର ଖବର

ରୋଡସେଫ୍ଟି ଓ୍ବାର୍ଲ୍ଡ ସିରିଜ୍‌ ଟି 20 : ସଚିନ୍‌-ଲାରା ମୁକାବିଲା

March 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ସଡକ ସୁରକ୍ଷା ଅଭିଯାନ ପାଇଁ କ୍ରିକେଟ ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ସଚିନ୍‌ ତେନ୍ଦୁଲକର ଏବଂ ବ୍ରାଏନ୍‌ ଲାରା ପଡିଆକୁ ଫେରୁଛନ୍ତି । କେବଳ ସଚିନ୍‌ ଏବଂ ଲାରା ନୁହନ୍ତି ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ଶିବନାରିନ୍‌ ଚନ୍ଦ୍ରପଲ୍‌ ଏବଂ ଡ୍ୟାରେନ୍‌ ଗଙ୍ଗା ମଧ୍ୟ ପଡିଆକୁ ଫେରୁଛନ୍ତି । ଭାରତୀୟ କିମ୍ବଦନ୍ତୀ ଦଳ ଏବଂ ଓ୍ବିଣ୍ଡିଜ୍‌ କିମ୍ବଦନ୍ତୀ ଦଳ ମଧ୍ୟରେ ଏହି ମ୍ୟାଚ୍‌ ଆସନ୍ତା କାଲି ଅନୁଷ୍ଠିତ ହେବ । ବୀରେନ୍ଦ୍ର ସେହ୍ବାଗ ଭାରତୀୟ ଦଳର ଅଧିନାୟକ ରହିଥିବା ବେଳେ ବ୍ରାଏନ୍‌ ଲାରା ଓ୍ବିଣ୍ଡିଜ୍‌ କିମ୍ବଦନ୍ତୀ ଦଳର ନେତୃତ୍ବ ନେବେ । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ର ସମସ୍ତ ଅର୍ଥ ସଡକ ସୁରକ୍ଷା ପାଇଁ ପ୍ରଦାନ କରାଯିବ ।

ଭାରତୀୟ କିମ୍ବଦନ୍ତୀ ଦଳ : ବୀରେନ୍ଦ୍ର ସେହ୍ବାଗ, ସଚିନ ତେନ୍ଦୁଲକର, ଯୁବରାଜ ସିଂ, ମହମ୍ମଦ କୈଫ, ଜାହିର ଖାନ, ସମୀର ଦିଘେ, ଇର୍ଫାନ ପଠାନ, ମୁନାଫ ପଟେଲ, ପ୍ରଜ୍ଞାନ ଓଝା, ମନପ୍ରୀତ ଗୋନି, ସଞ୍ଜୟ ବାଙ୍ଗର, ଆବି କୁରୁଭିଲା ଏବଂ ସାଇରାଜ ବାହାତୁଲେ ।
ଓ୍ବିଣ୍ଡିଜ୍‌ କିମ୍ବଦନ୍ତୀ ଦଳ : ବ୍ରାଏନ୍ ଲାରା, ଶିବନାରିନ୍ ଚନ୍ଦ୍ରପାଲ୍, ପେଡ୍ରୋ କଲିନ୍ସ,, ଡାରେନ୍ ଗଙ୍ଗା, ଟିନୋ ବେଷ୍ଟ, ସୁଲେମାନ ବେନ, ସାମୁଏଲ ବଦ୍ରି, କାର୍ଲ ହୁପର, ରିଡଲେ ଯାକବ, ଦିନାନାଥ ରାମନାରିନ୍, ରିକାର୍ଡୋ ପାୱେଲ, ଆଡାମ ସାନଫୋର୍ଡ, ଡାନଜା ହାୟାତ୍‌ । (ଏଜେନ୍ସି)

lara sachin
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026

ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ସଫଳତା: ୨.୮ ଟନ୍ ଗଞ୍ଜେଇ ଜବତ

April 7, 2026

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026
Latest News

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026

ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ସଫଳତା: ୨.୮ ଟନ୍ ଗଞ୍ଜେଇ ଜବତ

April 7, 2026

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026

ନୂଆ ଦଳ ଗଠନ କଲେ ନବଜୋତ କୌର ସିଦ୍ଧୁ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.