Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁମ୍ବାଇ ପୋଲିସ୍‌କୁ 10 ଲକ୍ଷର ସହାୟତା ପ୍ରଦାନ କଲେ ବିରାଟ-ଅନୁଷ୍କା
ଆଜିର ଖବର

ମୁମ୍ବାଇ ପୋଲିସ୍‌କୁ 10 ଲକ୍ଷର ସହାୟତା ପ୍ରଦାନ କଲେ ବିରାଟ-ଅନୁଷ୍କା

May 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ମୁମ୍ବାଇ ପୋଲିସ୍‌କୁ 10 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ବିରାଟ-ଅନୁଷ୍କା । ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପ୍ରତ୍ୟେକ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ବିରାଟ ଅନୁଷ୍କା ସହାୟତା କରିଥିଲେ ମଧ୍ୟ ଏନେଇ ଉଭୟ ମୁହଁ ଖୋଲିନଥିଲେ । ଶନିବାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଉଭୟଙ୍କୁ ଧନ୍ୟବାଦ ଜଣାଇବା ସହିତ ସହାୟତା କରିଥିବା ନେଇ ସ୍ପଷ୍ଟ କରିଥିଲେ । ଉଲ୍ଲେଖଯୋଗ୍ୟ ଯୋ, ଏହା ପୂବରୁ ଉଭୟ ବିରାଟ ଏବଂ ଅନୁଷ୍କା ପିଏମ୍‌ କେୟାର ଫଣ୍ଡକୁ ଦାନ କରିଥିଲେ । ଏହା ବ୍ୟତିତ ଏବି ଡିଭିଲିୟର୍ସଙ୍କ ସହିତ ମିଳିତ ଭାବରେ ଏକ ନିଲାମୀ କରିବାକୁ ଯାଉଛନ୍ତି ବିରାଟ । ଗୁଜରାଟ ଲାୟନ୍ସ ବିପକ୍ଷରେ 229 ରନ୍‌ର ଭାଗିଦାରୀର କିଛି କ୍ରୀଡା ଉପକରଣକୁ ନିଲାମ କରି କୋଭିଡ୍‌-19 ମୁକାବିଲାରେ ବ୍ୟବହାର କରିବା ପାଇଁ ବିରାଟ ନିଷ୍ପତ୍ତି ନେଇଛନ୍ତି । (ଏଜେନ୍ସି)

mumbaipolice viratkohli
Share. Facebook Twitter LinkedIn Email WhatsApp Copy Link

Related Posts

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ମେକାପ ସେବକଙ୍କ ବିରୋଧରେ ଆକ୍ସନ

May 20, 2026
Latest News

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ମେକାପ ସେବକଙ୍କ ବିରୋଧରେ ଆକ୍ସନ

May 20, 2026

ଭଦ୍ରକ ଜିଲ୍ଲାରେ ଆସନ୍ତା ୩୧ ପର୍ଯ୍ୟନ୍ତ ଅଙ୍ଗନବାଡି ବନ୍ଦ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.