Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟି 20 ବିଶ୍ବକପ୍‌ ନେଇ ହୋଇପାରିଲାନି ନିଷ୍ପତ୍ତି : ଖଣ୍ଡାଧାରରେ ଆଇପିଏଲ୍‌ର ଭାଗ୍ୟ
ଆଜିର ଖବର

ଟି 20 ବିଶ୍ବକପ୍‌ ନେଇ ହୋଇପାରିଲାନି ନିଷ୍ପତ୍ତି : ଖଣ୍ଡାଧାରରେ ଆଇପିଏଲ୍‌ର ଭାଗ୍ୟ

May 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ପୁଣିଥରେ ଖଣ୍ଡାଧାରରେ ଲଟକି ରହିଛି ଆଇପିଏଲ୍‌ର ଭାଗ୍ୟ । ଆଜି ଆଇସିସି ପକ୍ଷରୁ ଅନୁଷ୍ଠିତ ବୈଠକ ପରେ ପୁଣି ଥରେ ଆଇପିଏଲ୍‌କୁ ନେଇ ଆଶଙ୍କା ଦେଖାଦେଇଛି । ଟି 20 ବିଶ୍ବକପ୍‌ର ଭବିଷ୍ୟତ ନେଇ ଅନୁଷ୍ଠିତ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଆସନ୍ତା ଜୁନ୍‌ 10 ତାରିଖରେ ଏହାକୁ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ । ତେବେ ଏହା ଦ୍ବାରା ଭାରତୀୟ କ୍ରୀଡାପ୍ରେମୀ ପ୍ରଭାବିତ ହେବେ । ବିଶ୍ବକପ୍‌ର ଆୟୋଜନ ସିଧାସଳଖ ଆଇପିଏଲ୍‌ ସହିତ ଯୋଡି ହୋଇ ରହିଥିବାରୁ ଆଇପିଏଲ୍‌ ଫ୍ୟାନ୍‌ ମାନେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ମ୍ୟାଚ୍‌ ଆୟୋଜନର ବିଭିନ୍ନ ପ୍ରକାର ଦିଗକୁ ଅନୁଧ୍ୟାନ କରାଯାଉଛି ଏବଂ ଜୁନ୍‌ 10 ତାରିଖରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

ସେହିପରି ନିକଟ ଭବିଷ୍ୟତରେ ଆଇସିସି ମୁଖ୍ୟ ଶଶାଙ୍କ ମନୋହର ଯୋଶୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାରୁ ଏ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ତାଲିକାରେ ଇସିବିର କଲିନ୍‌ ଗ୍ରେଭ୍‌ସ ଏବଂ ବିସିସିଆଇର ସୌରଭ ଗାଙ୍ଗୁଲି ରହିଛନ୍ତି । କରୋନା ଭାଇରସ୍‌ ଦ୍ବାରା କେବଳ ବିଶ୍ବକପ୍‌ ନୁହେଁ ଅନ୍ୟାନ୍ୟ କ୍ରୀଡା ମଧ୍ୟ ପ୍ରଭାବିତ ହୋଇଛି । 2020 ଟୋକିଓ ଅଲମ୍ପିକ୍ସ, ୟୁଏଫା ପରି ଟୁର୍ଣ୍ଣାମେଣ୍ଟ ମଧ୍ୟ ଚଳିତ ବର୍ଷ ବନ୍ଦ ରହିଛି ।

ipl
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026
Latest News

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.