Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରୀଡା ସହିତ ବର୍ଣ୍ଣବୈଷମ୍ୟବାଦର କୌଣସି ସମ୍ପର୍କ ନାହିଁ : ରାହୁଲ୍‌
ଆଜିର ଖବର

କ୍ରୀଡା ସହିତ ବର୍ଣ୍ଣବୈଷମ୍ୟବାଦର କୌଣସି ସମ୍ପର୍କ ନାହିଁ : ରାହୁଲ୍‌

June 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ : ଆମେରିକାର ଜର୍ଜ ଫ୍ଲୟେଡ୍‌ ହତ୍ୟାକୁ ନେଇ ନିଜ ମତାମତ ରଖିଛନ୍ତି ଭାରତୀୟ କ୍ରିକେଟର କେ ଏଲ୍‌ ରାହୁଲ୍‌ । ଏହି ଘଟଣାକୁ ନେଇ ଆମେରିକାରେ ହିଂସା ଦେଖାଦେଇଥିବା ସମ୍ପୂର୍ଣ୍ଣ ବିଶ୍ବ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି । ଟ୍ବିଟ୍ଟରରେ ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର ଟ୍ରେଣ୍ଡରେ ମଧ୍ୟ ରହିଛି । ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ରାହୁଲ୍‌ ଏକ ମେସେଜ୍‌ ସେୟାର କରିଛନ୍ତି ।

କ୍ରୀଡା ସର୍ବଦା କଳା ଗୋରା ଭେଦଭାବରୁ ବାଦ୍‌ ରହିଛି । ବର୍ଣ୍ଣ ବୈଷମ୍ୟବାଦ ନୁହେଁ ଦକ୍ଷତା କାରଣରୁ ହିଁ କ୍ରୀଡାବିତ୍‌ଙ୍କୁ ସୁଯୋଗ ମିଳିଥାଏ ବୋଲି ରାହୁଲ ମତ ଦେଇଛନ୍ତି । କ୍ରୀଡା ଦ୍ବାରା ସମସ୍ତେ ଶାରିରୀକ ଏବଂ ମାନସିକ ଶାନ୍ତି ହାସଲ କରିଥାନ୍ତି । ଏହା ସହିତ କ୍ରୀଡା ସମସ୍ତ ଜାତି, ଧର୍ମ ଏବଂ ସଂସ୍କୃତିକୁ ସମାନ ସୁଯୋଗ ପ୍ରଦାନ କରିଥାଏ । କ୍ରିକେଟ୍‌ର 22 ଗଜ୍‌ ପିଚ୍‌ ମଧ୍ୟରେ କୌଣସି ରଙ୍ଗକୁ ପ୍ରାଧାନ୍ୟ ଦିଆଯାଇନଥାଏ ବୋଲି ରାହୁଲ୍‌ ଲେଖିଛନ୍ତି । ରାହୁଲଙ୍କ ଏହି ପୋଷ୍ଟ ପରେ ଏହାକୁ ସୋସିଆଲ୍‌ ମିଡିଆରେ ପ୍ରଶଂସା କରାଯାଇଛି । (ଏଜେନ୍ସି)

cricket KLrahul
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.