Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ବର୍ଷରେ ନୂଆ ଅତିଥିଙ୍କୁ ସ୍ବାଗତ କରିବେ ବିରୁଷ୍କା
ଆଜିର ଖବର

ନୂଆ ବର୍ଷରେ ନୂଆ ଅତିଥିଙ୍କୁ ସ୍ବାଗତ କରିବେ ବିରୁଷ୍କା

August 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବିରୁଷ୍କାଙ୍କ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ  ଖୁସି ଖବର ଆଣିଛନ୍ତି । ବିରୁଷ୍କା ନୂଆ ବର୍ଷରେ ନୂଆ ଅତିଥିଙ୍କ ସ୍ବାଗତ କରିବେ ବୋଲି ସୂଚନା ଦେଇଛନ୍ତି । ନିଜେ କୋହଲି ଏକ ଟ୍ୱିଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି । ଆସନ୍ତା ଜାନୁୟାରୀ 2021ରେ ଆମେ ଦୁଇରୁ ତିନି ହେବାକୁ ଯାଉଛୁ ବୋଲି କୋହଲି ଟ୍ୱିଟ୍ କରିଛନ୍ତି ।

And then, we were three! Arriving Jan 2021 ❤️🙏 pic.twitter.com/0BDSogBM1n

— Virat Kohli (@imVkohli) August 27, 2020

ପୂର୍ବରୁ ଯଦିଓ ଅନୁଷ୍କା ଗର୍ଭବତୀ ହେବାର କଥାଟି ସୋସିଆଲ ମିଡିଆରେ ଘୂରିବୁଲୁଥିଲା କିନ୍ତୁ ଏହାକୁ ନେଇ ଅନୁଷ୍କା କି ବିରାଟ କେହି ମତ ରଖିନଥିଲେ । ତେବେ ବିରାଟ ଏକ ଫଟୋ ଜରିଆରେ ନିଜ ପ୍ରଶଂସକଙ୍କ ସହିତ ଏହି ଖୁସି ଖବରକୁ ସେୟାର କରିଛନ୍ତି । ଏହି ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ୍‌ ମଧ୍ୟ ଜଣାପଡିଛି । ଦୁହେଁ ବେଶ୍‌ ଖୁସି ଥିବାବେଳେ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ।

ଏହି ଖବର ଜଣାପଡିବା ପରେ ବିଭିନ୍ନ ଭାରତୀୟ ଖେଳାଳି କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ କୋହଲି ଏବଂ ଅନୁଷ୍କା ନିଜର ପ୍ରଥମ ସନ୍ତାନ ଅପେକ୍ଷାରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇପିଏଲର 13 ତମ ସଂସ୍କରଣ ନିମନ୍ତେ ଆରସିବି ସହିତ କୋହଲି ୟୁଏଇରେ ରହିଛନ୍ତି ।

ସୂଚନାଯୋଗ୍ୟ, 2017 ଡିସେମ୍ବର 11 ତାରିଖରେ ବିରାଟ ଓ ଅନୁଷ୍କା ଇଟାଲୀରେ ବିବାହ କରିଥିଲେ । ଏହି ବିବାହକୁ ସିକ୍ରେଟ୍‌ ରଖିଥିଲେ ଉଭୟ । କେବଳ ଉଭୟଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ ଆୟୋଜନହୋଇଥିଲା । ଏହା ପରେ ଦୁହେଁ ମୁମ୍ବାଇ ଓ ଦିଲ୍ଲୀରେ ଦୁଇଟି ଅଲଗା ଅଲଗା ବିବାହ ପାର୍ଟିର ଆୟୋଜନ କରିଥିଲେ । (ଏଜେନ୍ସି)

virat kohali
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.