ଆଜିର ଖବର ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ କଟକ: ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଜୋରଦାର ଅଭିଯାନ ଜାରି ରହିଥିବା ବେଳେ କଟକରୁ ସାମ୍ନାକୁ ଆସିଛି ଏକ ବଡ଼ ସଫଳତା। ଜିଲ୍ଲା ଅବକାରୀ ଟିମ୍…