ଆଜିର ଖବର ଆଜିଠାରୁ ଅଣସର ଦର୍ଶନ: ବ୍ରହ୍ମଗିରିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଅଲାରନାଥ ପୁରୀ: ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଏ। ଏତେ ଜଳରେ ସ୍ନାନ କରିବା ପରେ ଠାକୁରମାନେ ଜ୍ୱରରେ ପଡ଼ନ୍ତି ବୋଲି…