ଆଜିର ଖବର ଆଇଆଇଏମ୍ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ ନୂଆଦିଲ୍ଲୀ: ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଠାରେ ଆଜି ୨୦୦୯, ୨୦୨୩ ଏବଂ ୨୦୨୪ ବ୍ୟାଚ୍ର ଭାରତୀୟ ସୂଚନା ସେବା (ଆଇଆଇଏସ୍) ଗ୍ରୁପ୍-‘ଏ’ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ପାଇଁ…