ଆଜିର ଖବର ଜମ୍ମୁ କାଶ୍ମୀରର ସୁରକ୍ଷାକୁ ନେଇ ଅମିତ ଶାହାଙ୍କ ଉଚ୍ଚ ସ୍ତରୀୟ ବୈଠକ: ଅଜିତ ଡୋଭାଲ ଏବଂ ସେନା ମୁଖ୍ୟ ସାମିଲ ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ସୁରକ୍ଷା ଏବଂ ବିକାଶ କାର୍ଯ୍ୟ ଉପରେ ନଜର ରଖିଛନ୍ତି। କେନ୍ଦ୍ର ଏବଂ କେନ୍ଦ୍ର ଶାସିତ…