ଜାତୀୟ ଖବର ତୁର୍କୀରେ ଭୟଙ୍କର ଜାହାଜ ଦୁର୍ଘଟଣା: କାର୍ଗୋ ସିପ୍ ବୁଡ଼ି ୧୦ ନାବିକ ନିଖୋଜ ନୂଆଦିଲ୍ଲୀ: ତୁର୍କୀର ଇସ୍ତାନବୁଲ୍ ଉପକୂଳସ୍ଥିତ ମାରମାରା ସମୁଦ୍ରରେ ଏକ ଭୟଙ୍କର ଜାହାଜ ଦୁର୍ଘଟଣା ଘଟିଛି। ଏକ ମାଲବାହୀ କାର୍ଗୋ ସିପ୍ ଅନ୍ୟ ଏକ ଟ୍ୟାଙ୍କର ସହ ମୁହାଁମୁହିଁ…