ଆଜିର ଖବର ପ୍ରକାଶ ପାଇଲା 250ଟି ଏଟିଓ ପାଇଁ ନିଯୁକ୍ତି ବିଜ୍ଞାପନ, ପ୍ରଥମେ ମିଳିବ ମାସିକ 25 ହଜାର ଟଙ୍କା ଦରମା ଭୁବନେଶ୍ବର: ଆଜି ଓଡିଶା ଷ୍ଟାଫ୍ ସିଲେକ୍ସନ କମିସନ 250ଟି ଏଟିଓ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରିଛନ୍ତି। ଏଟିଓ ହେଉଛି ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ଯାହା ଏକ…