ଆଜିର ଖବର ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପ୍ରଶାସନିକ ଅରାଜକତା, ସାମାଜିକ ସ୍ଥାଣୁତା, ରାଜନୈତିକ ଅପାରଗତା ଯୋଗୁଁ ଏକ ବିରାଟ ସରକାର ବିରୋଧୀ ଜନମତ ସୃଷ୍ଟି ହୋଇଛି। ଦୀର୍ଘ ୨୪ ବର୍ଷର…