ଜାତୀୟ ଖବର Major Fire in Cuttack: କଟକରେ ଭୟଙ୍କର ଅଗ୍ନିକାଣ୍ଡ, ପାଞ୍ଚ ଘଣ୍ଟା ଧରି ଆୟତ ହୋଇପାରୁ ନାହିଁ ନିଆଁ Major Fire in Cuttack: କଟକ ପ୍ରେସଛକସ୍ଥିତ ମାଛ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହା ଏତେ ତୀବ୍ର ହୋଇଛି ଯେ, ଲିଭିବାର ନାଁ ଧରୁ ନାହିଁ।…