ଭୁବନେଶ୍ବର: ଗତକାଲି ରାଜ୍ୟରେ ୩ ହଜାର ୪୫୦ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩ ହଜାର ୬୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୧୫ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୧୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୫୧୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୮୯
ବାଲେଶ୍ଵର ଜିଲ୍ଲାରୁ- ୧୧୧
ବରଗଡ ଜିଲ୍ଲାରୁ- ୭୧
ଭଦ୍ରକ ଜିଲ୍ଲାରୁ- ୪୫
ବଲାଙ୍ଗୀରି ଜିଲ୍ଲାରୁ- ୯୧
ବୌଦ୍ଧ ଜିଲ୍ଲାରୁ- ୮୦
କଟକ ଜିଲ୍ଲାରୁ – ୩୨୯
ଦେବଗଡ ଜିଲ୍ଲାରୁ- ୬୮
ଢେଙ୍କାନାଳ ଜିଲ୍ଲାରୁ- ୫୫
ଗଜପତି ଜିଲ୍ଲାରୁ- ୫୬
ଗଞ୍ଜାମ ଜିଲ୍ଲାରୁ- ୪୬
ଜଗତସିଂହପୁର ଜିଲ୍ଲାରୁ- ୮୯
ଯାଜପୁର ଜିଲ୍ଲାରୁ- ୧୩୭
ଝାରସୁଗୁଡା ଜିଲ୍ଲାରୁ- ୫୧
କଳାହାଣ୍ଡି ଜିଲ୍ଲାରୁ- ୮୫
କନ୍ଧମାଳ ଜିଲ୍ଲାରୁ- ୪୭
କେନ୍ଦ୍ରାପଡା ଜିଲ୍ଲାରୁ- ୧୪୯
କେନ୍ଦୁଝର ଜିଲ୍ଲାରୁ- ୪୪
ଖୋର୍ଦ୍ଧା ଜିଲ୍ଲାରୁ- ୭୧୬
କୋରାପୁଟ ଜିଲ୍ଲାରୁ- ୩୧
ମାଲକାନଗିରି ଜିଲ୍ଲାରୁ- ୨୩
ମୟୂରଭଞ୍ଜ ଜିଲ୍ଲାରୁ- ୧୪୨
ନବରଙ୍ଗପୁର ଜିଲ୍ଲାରୁ- ୯୦
ନୟାଗଡ ଜିଲ୍ଲାରୁ- ୧୧୮
ନୂଆପଡା ଜିଲ୍ଲାରୁ- ୭୦
ପୁରୀ ଜିଲ୍ଲାରୁ- ୫୩
ରାୟଗଡା ଜିଲ୍ଲାରୁ- ୧୦୧
ସମ୍ବଲପୁର ଜିଲ୍ଲାରୁ- ୧୦୧
ସୋନପୁର ଜିଲ୍ଲାରୁ- ୩୫
ସୁନ୍ଦରଗଡ ଜିଲ୍ଲାରୁ- ୩୪୬
ଷ୍ଟେଟ ପୁଲରୁ- ୧୬୦
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୪୦୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୫ ହଜାର ୩୮୦ ଏବଂ ବର୍ତ୍ତମାନ ୩୫ ହଜାର ୩୦୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।