ଭୁବନେଶ୍ବର: ଓଡ଼ିଶା ପାଇଁ ପୁଣି ଏକ ଗର୍ବର ଦିନ। ଓଡିଶାର ସାତୋଟି ଉତ୍ପାଦକକୁ ମିଳିଛି ଜିଆଇ ଟ୍ୟାଗ। ପୂର୍ବରୁ କିଛିମାସ ତଳେ କେନ୍ଦ୍ରାପଡା ରସାବଳିଙ୍କୁ ଜିଆଇ ଟ୍ୟାଗ ମିଳିଥିଲା। ଏବେ ଆଉ ସାତୋଟିକୁ ଏହି ମାନ୍ୟତା ମିଳିଛି। ସେଗୁଡିକ ହେଲା
1- ଗଜପତିର ଖଜୁରୀ ଗୁଡ
2- ଢେଙ୍କାନାଳର ମଗଜୀ ଲଡୁ
3-ମୟୁରଭଞ୍ଜର କାଇ ଚଟଣୀ
4-ନୟାଗଡର କଣ୍ଟାମୁଣ୍ଡି ବାଇଗଣ
5-ଡଙ୍ଗରିଆ କନ୍ଧଙ୍କ ହାତବୁଣା ସାଲ୍
6- କେନ୍ଦ୍ରପଡା ରସାବଳି
7- କୋରାପୁଟର କଳାଜିରା ଚାଉଳ
8-ଲାଞ୍ଚିଆ ସଉରାଙ୍କ ଇଡିତାଳି ପେଣ୍ଟିଂ
ଏ ନେଇ ଓଡିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।