ଓଡିଶାର ଆଉ ସାତୋଟି ଉତ୍ପାଦକକୁ ମିଳିଲା ଜିଆଇ ଟ୍ୟାଗ, ଜାଣନ୍ତୁ ସେଗୁଡିକ ନାମ

Published: Jan 3, 2024, 9:51 pm IST

ଭୁବନେଶ୍ବର: ଓଡ଼ିଶା ପାଇଁ ପୁଣି ଏକ ଗର୍ବର ଦିନ। ଓଡିଶାର ସାତୋଟି ଉତ୍ପାଦକକୁ ମିଳିଛି ଜିଆଇ ଟ୍ୟାଗ। ପୂର୍ବରୁ କିଛିମାସ ତଳେ କେନ୍ଦ୍ରାପଡା ରସାବଳିଙ୍କୁ ଜିଆଇ ଟ୍ୟାଗ ମିଳିଥିଲା। ଏବେ ଆଉ ସାତୋଟିକୁ ଏହି ମାନ୍ୟତା ମିଳିଛି। ସେଗୁଡିକ ହେଲା

1- ଗଜପତିର ଖଜୁରୀ ଗୁଡ

2- ଢେଙ୍କାନାଳର ମଗଜୀ ଲଡୁ

3-ମୟୁରଭଞ୍ଜର କାଇ ଚଟଣୀ

4-ନୟାଗଡର କଣ୍ଟାମୁଣ୍ଡି ବାଇଗଣ

5-ଡଙ୍ଗରିଆ କନ୍ଧଙ୍କ ହାତବୁଣା ସାଲ୍

6- କେନ୍ଦ୍ରପଡା ରସାବଳି

7- କୋରାପୁଟର କଳାଜିରା ଚାଉଳ

8-ଲାଞ୍ଚିଆ ସଉରାଙ୍କ ଇଡିତାଳି ପେଣ୍ଟିଂ

ଏ ନେଇ ଓଡିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।

 

Related posts