ବିଶେଷ ଖବର ଟଙ୍କପାଣି ବ୍ରିଜ୍ରୁ କୁଆଖାଇକୁ ଡେଇଁଲେ ଅଟୋ ଚାଳକ ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ବ୍ରିଜ୍ରେ ପୁଣି ଏକ ଅଘଟଣ ଘଟିଛି। ବ୍ରିଜ୍ ଉପରେ ଅଟୋ ରଖି ଜଣେ ଚାଳକ କୁଆଖାଇ ନଦୀକୁ ଡେଇଁପଡ଼ିଥିବା ସନ୍ଦେହ କରାଯାଉଛି।…