ଆଜିର ଖବର ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୨୪ ଆହତ କୌଶାମ୍ବୀ: ଉତ୍ତର ପ୍ରଦେଶର କୌଶାମ୍ବୀ ଜିଲ୍ଲାରେ ଆଜି ସକାଳ ପ୍ରାୟ ୧୧ଟା ସମୟରେ ଏକ ଅତ୍ୟନ୍ତ ଭୟାବହ ଓ ଦୁଃଖଦ ଦୁର୍ଘଟଣା ଘଟିଯାଇଛି। ପିପରୀ ଓ ପୁରାମୁଫ୍ତି…