ଆଜିର ଖବର ଗୁହାରି କାର୍ଯ୍ୟକ୍ରମର ଦ୍ବିତୀୟ ସଂଧ୍ୟା, ମନମୋହିଲା ଜଗନ୍ନାଥ ସଂଗୀତ ସହିତ ଚିତ୍ରକଳା ପ୍ରଦର୍ଶନୀ ଭୁବନେଶ୍ବର: ରଥଯାତ୍ରା ଉପଲକ୍ଷେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ତରଫରୁ ଆୟୋଜିତ ଗୁହାରି କାର୍ଯ୍ୟକ୍ରମର ଆଜି ଥିଲା ଦ୍ବିତୀୟ ସଂଧ୍ୟା। ଆଜିର ଏହି କାର୍ଯ୍ୟକ୍ରମରେ…