ଆଜିର ଖବର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୋଲ୍ଡମ୍ୟାନ ସାକ୍ସର ନିର୍ଦ୍ଦେଶକ ମଣ୍ଡଳୀ ଓ ପ୍ରମୁଖ ଅଧିକାରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୋଲ୍ଡମ୍ୟାନ ସାକ୍ସର ନିର୍ଦ୍ଦେଶକ ମଣ୍ଡଳୀ ଓ ପ୍ରମୁଖ ଅଧିକାରୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ; “@GoldmanSachsର ନିର୍ଦ୍ଦେଶକ ମଣ୍ଡଳୀ ଓ…