ଆଜିର ଖବର ଚାଷୀଙ୍କ ପାଇଁ ବଡ଼ ଖବର: ଫସଲ ବୀମା ପଞ୍ଜୀକରଣ ଅବଧି ବଢ଼ିଲା ଭୁବନେଶ୍ବର: ଚାଷୀଙ୍କ ପାଇଁ ବଡ଼ ଆଶ୍ବସ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଖରିଫ ଋତୁ ପାଇଁ ପଞ୍ଜୀକରଣ ଅବଧି ପୁଣି ବଢ଼ାଯାଇଛି। ଏବେ ଚାଷୀମାନେ ଆସନ୍ତା ୩୧…