ଅନ୍ତରାଷ୍ଟ୍ରୀୟ ଆଇଟିଟିଏଫ୍ ୱାର୍ଲ୍ଡ ପାରା ଫ୍ୟୁଚର ଲାହଟି ପ୍ରତିଯୋଗିତା: ଭାରତକୁ ୬ ସ୍ୱର୍ଣ୍ଣ ସହ ମୋଟ ୧୬ଟି ପଦକ ନୂଆଦିଲ୍ଲୀ: ଫିନ୍ଲାଇଣ୍ଡରେ ଆୟୋଜିତ ପ୍ରସିଦ୍ଧ ଆଇଟିଟିଏଫ୍ ୱାର୍ଲ୍ଡ ପାରା ଫ୍ୟୁଚର ଲାହଟି ପ୍ରତିଯୋଗିତାରେ ଭାରତୀୟ ପାରା ଟେବୁଲ ଟେନିସ ଖେଳାଳିମାନେ ଅସାଧାରଣ ଓ ଚମତ୍କାର ପ୍ରଦର୍ଶନ କରି…