ଆଜିର ଖବର ବିପ୍ଳବୀ ସହୀଦ କୃତ୍ତିବାସଙ୍କୁ ବାଣପୁରବାସୀ ଦେଲେ ଅଶେଷ ଶ୍ରଦ୍ଧାଞ୍ଜଳି ବାଣପୁର: ପରାଧୀନ ଭାରତର ଅତ୍ୟାଚାରୀ ଫିରିଙ୍ଗି ସରକାରଙ୍କ ବିରୁଦ୍ଧରେ ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ଡାକରାରେ ବାଣପୁର ମାଟିରେ ପ୍ରଥମେ ସଂଗଠିତ ହୋଇଥିବା ପାଇକ ବିଦ୍ରୋହର ପ୍ରଚଣ୍ଡ ସ୍ଵର…