ଆଜିର ଖବର ବିପୁଳ ବିସ୍ପୋରକ ଜବତ, ଜଣେ ଗିରଫ ବ୍ରହ୍ମପୁର: ହିଞ୍ଜିଳିକାଟୁ ବେଲଗାଁ ଥାନା ଅନ୍ତର୍ଗତ ନନ୍ଦପୁର ଅଞ୍ଚଳରୁ ପୁଲିସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଚଢ଼ାଉ ବେଳେ ୬୨ କାର୍ଟନରେ ଥିବା ୧୨,୪୦୦ଟି…