ଆଜିର ଖବର ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ସମ୍ବଲପୁର : ସହରରେ ଭିଡ ହିଂସାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବଡବଜାରରେ ପିଲାଚୋର ସନ୍ଦେହରେ କେରଳର ଜଣେ ପ୍ରବାସୀ ଶ୍ରମିକକୁ କିଛି ଲୋକ ଆକ୍ରମଣ…