PanchayatElection ପଞ୍ଚାୟତ ଭୋଟ ଦେବା ପାଇଁ ଜଣେ ବୃଦ୍ଧାଙ୍କୁ ଟେକି଼ଟେକି ନେଲେ କନେଷ୍ଟବଳ ମମତା ରଣା ଭବାନୀପାଟଣା: ଗତକାଲି ସରିଛି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ତେବେ ଏହି ଭୋଟ ସମୟରେ ଜଣେ ମହିଳା କନେଷ୍ଟବଳଙ୍କ କାର୍ଯ୍ୟକୁ ନେଇ ବେଶ ପ୍ରଶଂସା…