ମାଛଗୋଦାମରେ ଅଗ୍ନିକାଣ୍ଡ

Major Fire in Cuttack: କଟକ ପ୍ରେସଛକସ୍ଥିତ ମାଛ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହା ଏତେ ତୀବ୍ର ହୋଇଛି ଯେ, ଲିଭିବାର ନାଁ ଧରୁ ନାହିଁ।…