ଆଜିର ଖବର ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ହିନ୍ତରାଇ ଗ୍ରାମରେ ଜଣେ ଯୁବକଙ୍କୁ ବନ୍ଧୁକରୁ ଗୁଳି କରି ହତ୍ୟା କରି ଥିବା ଖବର ହସ୍ତଗତ ହୋଇଛି।…