ବିଶେଷ ଖବର ରାଷ୍ଟ୍ରପତି ଭାବେ ଏକ ବର୍ଷ ପୁରଣ କଲେ ଦ୍ରୌପଦୀ ମୁର୍ମୁ, ପ୍ରଶଂସା କରୁଛି ସାରା ବିଶ୍ବ ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟଭାର ଗ୍ରହଣ କରିବାର ବର୍ଷେ ପୁରିଲା। ଗତବର୍ଷ ଜୁଲାଇ ୨୫ ତାରିଖରେ ସେ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ…