ଆଜିର ଖବର ଦକ୍ଷିଣ ଓଡ଼ିଶାର ଅବ୍ୟବହୃତ ଆର୍ଥିକ ସମ୍ଭାବନାକୁ ନୂତନ ଗତି ଦେବ ରାୟଗଡ଼ା ରେଳମଣ୍ଡଳ ଭୁବନେଶ୍ଵର: ରାୟଗଡ଼ା ଏହି ଅଞ୍ଚଳରେ ରେଳ ସଂଯୋଗୀକରଣର ମୁଖ୍ୟ କେନ୍ଦ୍ର ପାଲଟିବାକୁ ଯାଉଛି; ୦୧.୦୬.୨୦୨୬ରୁ ଏହା କାର୍ଯ୍ୟକ୍ଷମ ହେବ ସହିତ ନୂତନ କାର୍ଗୋ ଟର୍ମିନାଲ ଓ ପ୍ରାୟ…