ରାଜ୍ୟ ଖବର ବିଜେଡିର କଡା ପଦକ୍ଷେପ, ବ୍ଲକ ଅଧ୍ୟକ୍ଷଙ୍କୁ କରାଗଲା ନିଲମ୍ବନ ଭୁବନେଶ୍ବର: ଦିନକୁ ଦିନ ବିଜୁ ଜନତା ଦଳ କଡା ଆଭିମୁଖ୍ୟ ନେବାରେ ଲାଗିଛି। ବିଭିନ୍ନ ସମୟରେ ଦଳର ନେତାମାନଙ୍କୁ ବହିସ୍କାର କିମ୍ବା ନିଲମ୍ବନ କରିବାରେ ଲାଗିଛି। ଏପରି…