Categories
ଆଜିର ଖବର

ତୁଳସୀ ମୂଳ ଅତ୍ୟନ୍ତ ଚମତ୍କାର, ଏହି ସରଳ ଉପାୟ ଦ୍ଵାରା ଦୂର କରନ୍ତୁ ଆର୍ଥିକ ସଙ୍କଟ

ଭୁବନେଶ୍ବର: ଶାସ୍ତ୍ରରେ ତୁଳସୀର ପତ୍ର ବ୍ୟତୀତ ଏହାର ମୂଳ ମଧ୍ୟ ଅତ୍ୟନ୍ତ ଚମତ୍କାର ବୋଲି ବିବେଚନା କରାଯାଏ। ଏହାର ପ୍ରତିକାର ମା’ ଲକ୍ଷ୍ମୀଙ୍କ ଅନୁଗ୍ରହ ପ୍ରଦାନ କରିବା ସହିତ ଅନେକ ଲାଭ ମଧ୍ୟ ଦେଇଥାଏ।

କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେବା, ହେଉଥିବା କାମ ସଂପୂର୍ଣ୍ଣ ହୋଇନପାରିବା, ଏଭଳି ସ୍ଥିତିରେ ତୁଳସୀର ଟିକିଏ ମୂଳକୁ ଗଙ୍ଗା ପାଣିରେ ଧୋଇ ଦିଅନ୍ତୁ ଏବଂ ପୂଜା କରିବା ପରେ ଏହାକୁ ହଳଦିଆ କପଡ଼ାରେ ବାନ୍ଧନ୍ତୁ। ଯେତେବେଳେ ଆପଣ ଶୁଭ କାର୍ଯ୍ୟ ପାଇଁ ଯାଆନ୍ତି, ସେତେବେଳେ ଏହାକୁ ସାଙ୍ଗରେ ନିଅନ୍ତୁ।

ଯଦି ଆପଣ ଗ୍ରହମାନଙ୍କର ଅଶୁଭ ପ୍ରଭାବରେ ପୀଡିତ ଅଛନ୍ତି, ତେବେ ତୁଳସୀ ମୂଳକୁ ଏକ ଲାଲ୍ କପଡ଼ାରେ ବାନ୍ଧି ଆପଣଙ୍କ ସହିତ ରଖନ୍ତୁ। ଏହା ରୂପାର ଡଉଁରିଆରେ ମଧ୍ୟ ପିନ୍ଧାଯାଇପାରିବ। କୁହାଯାଏ ଯେ, ଏହା ଦ୍ଵାରା ଗ୍ରହମାନଙ୍କର ଶୁଭ ଦୃଷ୍ଟି ପଡିଥାଏ।

ଯଦି ଆପଣ ବ୍ୟବସାୟ, ଚାକିରି କିମ୍ବା ଘରେ ମାନସିକ ଏବଂ ଶାରୀରିକ ଚାପ ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ତୁଳସୀ ମୂଳର ଏକ ମାଳ ତିଆରି କରି ଏହାକୁ ମନ୍ଦିର କିମ୍ବା କର୍ମକ୍ଷେତ୍ରରେ ଟେବୁଲ ଉପରେ ରଖନ୍ତୁ। ମନେରଖନ୍ତୁ ରଖାଯିବା ସ୍ଥାନ ପରିଷ୍କାର ହେବା ଉଚିତ୍। ଏହା ଲକ୍ଷ୍ମୀଙ୍କ ଆଶୀର୍ବାଦ ଦେଇଥାଏ ଏବଂ ନକାରାତ୍ମକତାକୁ ଦୂର କରିଥାଏ ବୋଲି ବିଶ୍ୱାସ କରାଯାଏ।

ଯଦି ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ପ୍ରତିଦିନ ତୁଳସୀରେ ଜଳ ଦିଅନ୍ତୁ ଏବଂ ସନ୍ଧ୍ୟାରେ ଘିଅର ଦୀପ ଲଗାନ୍ତୁ ଏବଂ ଏହାକୁ ପରିକ୍ରମା କରନ୍ତୁ। ଶୁକ୍ରବାର ଦିନ ଏହାର ମୂଳ ରୂପା ଡଉଁରିଆରେ ପିନ୍ଧନ୍ତୁ। କୁହାଯାଏ ଯେ ଏହା ଆର୍ଥିକ ସଙ୍କଟକୁ ଶେଷ କରିଥାଏ।

ମନକୁ ଶାନ୍ତ କରିବା ପାଇଁ ବେକରେ ତୁଳସୀ ମୂଳର ଏକ ମାଳ ପିନ୍ଧନ୍ତୁ। ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ବଜାରରୁ ମଧ୍ୟ କିଣି ପାରିବେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଓଠର ରଙ୍ଗରେ ପରିବର୍ତ୍ତନ ପାଇଁ ଚିନ୍ତିତ ଅଛନ୍ତି କି?: ଗୋଲାପି ରଖିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ କେବଳ ଆଖି, କେଶ କିମ୍ବା ହାତ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ବରଂ ସେମାନଙ୍କ ଓଠର ମଧ୍ୟ ଯତ୍ନ ନିଅନ୍ତି। ଏଭଳି ପରିସ୍ଥିତିରେ ଏକ ସାଧାରଣ ସମସ୍ୟା ସମସ୍ତଙ୍କ ଦ୍ୱାରା ଦେଖାଯାଏ। ଆଜିକାଲି ଲୋକଙ୍କଠାରେ କଳା ରଙ୍ଗର ଓଠର ସମସ୍ୟା ଦେଖାଯାଏ। ଓଠ ଗୋଲାପୀ ନଥିଲେ ଲୋକମାନେ ଚିନ୍ତିତ ହୁଅନ୍ତି। ସେମାନେ ଭାବନ୍ତି ଯେ, କଣ ଉପାୟ ଅଛି, ଯାହାଦ୍ଵାରା ସେମାନଙ୍କର ସମସ୍ୟାର ସମାଧାନ ହେବ।

ଆସନ୍ତୁ ସେହି ଟିପ୍ସ ବିଷୟରେ ଜାଣିବା:

୧- ଆପଲ୍ ସାଇଡର୍ ଭିନେଗାର ବ୍ୟବହାର କରନ୍ତୁ: ଓଠକୁ ଗୋଲାପୀ କରିବା ପାଇଁ, ଅଳ୍ପ ବୁନ୍ଦା ଆପଲ୍ ଭିନେଗାରକୁ ପାଣିରେ ମିଶାଇ ପ୍ରତିଦିନ ଓଠରେ ଲଗାନ୍ତୁ, ଏହା ଆପଣଙ୍କ ଓଠକୁ ଗୋଲାପୀ କରିଦେବ।

୨- ଲେମ୍ବୁ, ଆଳୁ ବ୍ୟବହାର କରନ୍ତୁ: ଆପଣ ପ୍ରତିଦିନ ରାତିରେ ଓଠରେ ଲେମ୍ବୁ, ଆଳୁ ଏବଂ ବିଲାତି ରସ ଲଗାନ୍ତୁ ଏବଂ ସକାଳେ ଉଠିବା ପରେ ଏହାକୁ ଧୋଇ ଦିଅନ୍ତୁ, ତେବେ ଏହି ପ୍ରତିକାର ଦ୍ୱାରା ଓଠର କଳାରଙ୍ଗ ଦୂର ହୋଇଯିବ ଏବଂ ଓଠ ମଧ୍ୟ ଗୋଲାପୀ ହୋଇଯିବ।

୩- ପ୍ରଚୁର ପାଣି ପିଅନ୍ତୁ: ଆପଣ ଜାଣନ୍ତି କି ଜଳ ଅଭାବ ହେତୁ ଓଠ ମଧ୍ୟ କଳା ହୋଇପାରେ, ତେଣୁ ପ୍ରତିଦିନ ଅତି କମରେ ୮ ଗ୍ଲାସ୍ ପାଣି ପିଅନ୍ତୁ। ଏହାସହିତ ଆପଣ ନଡ଼ିଆ ପାଣି, କମଳା ରସ ମଧ୍ୟ ନେଇପାରିବେ।

୪- ଓଠ ବାମ ଲଗାନ୍ତୁ: ଯଦି ଆପଣ ଓଠକୁ ଗୋଲାପୀ ରଖିବାକୁ ଚାହୁଁଛନ୍ତି, ତେବେ କେବଳ ଓଠ ବାମ ଏବଂ ଲିପଷ୍ଟିକ୍ ବ୍ୟବହାର କରନ୍ତୁ, ଯେଉଁଥିରେ ଏସପିଏଫ-୨୦ ଅଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଆଜିର ଖବର ଧର୍ମ

ଗୃହରେ ବାସ୍ତୁ ଦୋଷ ରହୁଛି କି? ଏହି ସରଳ ଉପାୟ ଦ୍ଵାରା ଦୂର କରନ୍ତୁ ସବୁ ସମସ୍ୟା

ବାସ୍ତୁଶାସ୍ତ୍ର: ବାସ୍ତୁଶାସ୍ତ୍ର ଅନୁସାରେ ବାସ୍ତୁ ଦୋଷ ରହୁଥିବା ଘରେ ସୁଖ ଶାନ୍ତି ଏବଂ ପରିବାରର ଉନ୍ନତିରେ ସମସ୍ୟା ଦେଖାଯାଏ। ବାସ୍ତୁ ଦୋଷ କାରଣରୁ କୌଣସି ବ୍ଯକ୍ତିର ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାସହିତ ଘରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖାଯାଏ।

ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ କର୍ପୂରକୁ ମହତ୍ବପୂର୍ଣ୍ଣ ଏବଂ ଫଳପ୍ରଦ ବୋଲି ବିଶ୍ବାସ କରାଯାଏ। କର୍ପୂରର ଏମିତି କିଛି ଉପାୟ ଅଛି, ଯେଉଁଥିରେ ବାସ୍ତୁ ଦୋଷ ଦୂର ହୋଇପାରିବ।

ବାସ୍ତୁ ଦୋଷ ଦୂର କରିବାର ଉପାୟ ଗୁଡିକ ହେଲା:

୧- ଘରର କୋଣରେ କିଛି କର୍ପୂର ରଖିଦିଅନ୍ତୁ, ତାହା ଆପେ ଆପେ ତରଳି ମିଶିଲା ପରେ ପୁନଶ୍ଚ ଆଉ କିଛି କର୍ପୂର ରଖିଦିଅନ୍ତୁ। ଏହା କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇପାରିବ ନାହିଁ।

୨- ଗୃହରେ ସବୁବେଳେ ସକାଳେ ଏବଂ ସନ୍ଧ୍ୟା ସମୟରେ ଦେଶୀ ଘିଅରେ କର୍ପୂରକୁ ମିଶାଇ ଜଳାନ୍ତୁ। ଏଥିରେ ଘରର ସକାରାତ୍ମକ ଶକ୍ତି ସୃଷ୍ଟି ହେବ। ସାଥିରେ ଘରର ସୁଖ ଶାନ୍ତି ଜାରି ରହିବ।

୩- ରାତିରେ ରୋଷେଇ କାମ ସରିଲା ପରେ ସଫା ଥିବା ଏକ କଟୋରୀରେ ଲବଙ୍ଗ ଏବଂ କର୍ପୂର ଜଳାଇବା ଲାଭଦାୟକ ଅଟେ। ଏଥିରେ ଘରର ଧାନର ଭଣ୍ଡାର ସବୁବେଳେ ଭରି ରହିବ।

୪- ଅନେକ ଥର ବହୁ ପରିଶ୍ରମ କରିଲା ପରେ ସଫଳତା ମିଳିନଥାଏ। ଏଭଳି ସ୍ଥଳେ କଟୋରୀରେ ନିୟମିତ ଭାବେ ଲବଙ୍ଗ ଏବଂ କର୍ପୂର ଜଳାଇ ଘରର ସବୁଆଡେ ବୁଲାନ୍ତୁ। ଏଥିରେ ସବୁ ସମସ୍ୟା ଦୂର ହେବ ଏବଂ କାମ ହେବାରେ ଲାଗିବ।

୫- ଗାଧୋଇବା ପରେ ପାଣିରେ କର୍ପୂର ତେଲର କିଛି ବୁନ୍ଦା ଢାଳିଲେ ଶରୀରରରେ ଶକ୍ତି ଏବଂ ଫୁର୍ତ୍ତି ଅନୁଭୂତି ହେବ। ଏହାଦ୍ବାରା ଭାଗ୍ୟ ମଧ୍ୟ ଚମକିବ।

୬- ଗୃହରେ ସକାରତ୍ମକ ଶକ୍ତି ପାଇଁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ କର୍ପୂର ଜଳାଇ ଗୋଟିଏ କୋଣରେ ରଖନ୍ତୁ

୭- ଗୃହର ଅଗ୍ନି କୋଣ ତଥା ଦକ୍ଷିଣ-ପୂର୍ବ ଦିଗରେ ପ୍ରତିଦିନ କର୍ପୂର ଜଳାଇଲେ ପରିବାରର ଆର୍ଥିକ ସମୃଦ୍ଧି ହେବ।

Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ଏହି ୪ ଟି ସରଳ ଉପାୟରେ ଚିହ୍ନଟ କରିପାରିବେ ଅସଲି ଏବଂ ନକଲି ମହୁ

ନୂଆଦିଲ୍ଲୀ: ପ୍ରାଚୀନ କାଳରୁ ମହୁ ବ୍ୟବହୃତ ହୋଇଆସୁଛି। ଖାଦ୍ୟର ସ୍ୱାଦ ବଢାଇବା ସହିତ ଉଜ୍ଜଳ ଚର୍ମ ପାଇବାରେ ମଧ୍ୟ ଏହା ସାହାଯ୍ୟ କରେ। ଭାରତର ଲୋକମାନେ ମଧ୍ୟ ଏହାକୁ ବହୁତ ବ୍ୟବହାର କରନ୍ତି। ଅନେକ ପ୍ରକାରର ଘରୋଇ ଉପଚାରରେ ମଧ୍ୟ ଏହା ବହୁତ ଉପଯୋଗୀ। କିନ୍ତୁ ଆଜିକାଲି ବଜାରରେ ଉପଲବ୍ଧ ସମସ୍ତ ଜିନିଷରେ ଅପମିଶ୍ରଣ ହେଉଥିବା ଦେଖାଯାଉଛି। ଏଭଳି ପରିସ୍ଥିତିରେ ପ୍ରକୃତ ମହୁ ଚିହ୍ନିବା ଏକ କଷ୍ଟସାଧ୍ୟ କାର୍ଯ୍ୟ ହୋଇପାରିଛି। ତେଣୁ ଆସନ୍ତୁ ଆମେ ଆପଣଙ୍କୁ କିଛି ସହଜ ଟିପ୍ସ କହିବୁ ଯାହାଦ୍ଵାରା ଆପଣ ଅସଲି ଏବଂ ନକଲି ମହୁକୁ ସହଜରେ ଚିହ୍ନିବାରେ ସକ୍ଷମ ହେବେ। ସେହି ଟିପ୍ସ ବିଷୟରେ ଜାଣନ୍ତୁ-

୧- ନିଆଁ ଦ୍ଵାରା ଜାଣିହେବ ମହୁର ଶୁଦ୍ଧତା:

ଯଦି ମହୁରେ ଅପମିଶ୍ରଣ ହୋଇଛି, ତେବେ ଏଥିରେ ନିଆଁ ଲଗାଇଲେ ଏହା ଜଳିବାକୁ ସମୟ ଲାଗିବ। ପରୀକ୍ଷା କରିବା ପାଇଁ, ଏକ ଦୀପ ଜାଳନ୍ତୁ ଏବଂ କାଠରେ ସୂତା ଗୁଡ଼ାଇ ମହୁ ଲଗାନ୍ତୁ। ପରେ ଏହାକୁ ନିଆଁରେ ଲଗାନ୍ତୁ। ଯଦି ନିଆଁ ଧରିବାକୁ ସମୟ ଲାଗେ, ତେବେ ବୁଝନ୍ତୁ ଯେ, ମହୁରେ କୌଣସି ଅପମିଶ୍ରଣ ହୋଇଛି।

୨- ଗରମ ପାଣିରେ ଅସଲି ଏବଂ ନକଲି ଚିହ୍ନଟ କରିପାରିବେ:

ମହୁର ଶୁଦ୍ଧତା ନିର୍ଣ୍ଣୟ କରିବା ପାଇଁ ଉଷୁମ ପାଣି ବ୍ୟବହାର କରନ୍ତୁ। ଆପଣ ଏକ ଗ୍ଲାସରେ ଏକ ଗ୍ଲାସ୍ ଉଷୁମ ପାଣି ନେଇ ସେଥିରେ ଏକ ଚାମଚ ମହୁ ମିଶାନ୍ତୁ। ଯଦି ଏହି ମହୁ ପାଣିରେ ତରଳିଯାଏ ତେବେ ଏଥିରେ ଅପମିଶ୍ରଣ ହୋଇଥାଏ। ଯଦି ଏହି ମହୁ ପାଣି ତଳେ ବସିଥାଏ ତେବେ ଏହା ଅସଲି ମହୁ ଅଟେ।

୩- ବ୍ରେଡ ସହିତ ପରୀକ୍ଷା କରନ୍ତୁ:

ମହୁ ପରୀକ୍ଷା କରିବା ପାଇଁ ଆପଣ ବ୍ରେଡ ବ୍ୟବହାର କରିପାରିବେ। ଏଥିପାଇଁ ବ୍ରେଡ ଉପରେ ମହୁ ରଖନ୍ତୁ। ଯଦି ମହୁ ନକଲି ତେବେ ଏହା ଓଦା ହୋଇଯିବ କାରଣ ଏଥିରେ ପାଣି ମିଶିଥିବ।

୪- ଟିସୁ ସହିତ ପରୀକ୍ଷା:

ମହୁ ପରୀକ୍ଷା କରିବା ପାଇଁ ଆପଣ ଟିସୁ ପେପର ବ୍ୟବହାର କରିପାରିବେ। ଟିସୁ ପେପରରେ କିଛି ବୁନ୍ଦା ମହୁ ରଖନ୍ତୁ। ଯଦି ଟିସୁ ପେପର ମହୁକୁ ଗ୍ରହଣ କରେ, ତେବେ ଏହା ନକଲି। ଯଦି ଏହା ଅସଲି, ତେବେ ଏହା କାଗଜ ଉପରେ ଜମି ରହିଥାଏ।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ଓଠର ରଙ୍ଗରେ ପରିବର୍ତ୍ତନ ପାଇଁ ଚିନ୍ତିତ ଅଛନ୍ତି କି?: ଗୋଲାପି ରଖିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ କେବଳ ଆଖି, କେଶ କିମ୍ବା ହାତ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ବରଂ ସେମାନଙ୍କ ଓଠର ମଧ୍ୟ ଯତ୍ନ ନିଅନ୍ତି। ଏଭଳି ପରିସ୍ଥିତିରେ ଏକ ସାଧାରଣ ସମସ୍ୟା ସମସ୍ତଙ୍କ ଦ୍ୱାରା ଦେଖାଯାଏ। ଆଜିକାଲି ଲୋକଙ୍କଠାରେ କଳା ରଙ୍ଗର ଓଠର ସମସ୍ୟା ଦେଖାଯାଏ। ଓଠ ଗୋଲାପୀ ନଥିଲେ ଲୋକମାନେ ଚିନ୍ତିତ ହୁଅନ୍ତି। ସେମାନେ ଭାବନ୍ତି ଯେ, କଣ ଉପାୟ ଅଛି, ଯାହାଦ୍ଵାରା ସେମାନଙ୍କର ସମସ୍ୟାର ସମାଧାନ ହେବ।

ଆସନ୍ତୁ ସେହି ଟିପ୍ସ ବିଷୟରେ ଜାଣିବା:

୧- ଆପଲ୍ ସାଇଡର୍ ଭିନେଗାର ବ୍ୟବହାର କରନ୍ତୁ: ଓଠକୁ ଗୋଲାପୀ କରିବା ପାଇଁ, ଅଳ୍ପ ବୁନ୍ଦା ଆପଲ୍ ଭିନେଗାରକୁ ପାଣିରେ ମିଶାଇ ପ୍ରତିଦିନ ଓଠରେ ଲଗାନ୍ତୁ, ଏହା ଆପଣଙ୍କ ଓଠକୁ ଗୋଲାପୀ କରିଦେବ।

୨- ଲେମ୍ବୁ, ଆଳୁ ବ୍ୟବହାର କରନ୍ତୁ: ଆପଣ ପ୍ରତିଦିନ ରାତିରେ ଓଠରେ ଲେମ୍ବୁ, ଆଳୁ ଏବଂ ବିଲାତି ରସ ଲଗାନ୍ତୁ ଏବଂ ସକାଳେ ଉଠିବା ପରେ ଏହାକୁ ଧୋଇ ଦିଅନ୍ତୁ, ତେବେ ଏହି ପ୍ରତିକାର ଦ୍ୱାରା ଓଠର କଳାରଙ୍ଗ ଦୂର ହୋଇଯିବ ଏବଂ ଓଠ ମଧ୍ୟ ଗୋଲାପୀ ହୋଇଯିବ।

୩- ପ୍ରଚୁର ପାଣି ପିଅନ୍ତୁ: ଆପଣ ଜାଣନ୍ତି କି ଜଳ ଅଭାବ ହେତୁ ଓଠ ମଧ୍ୟ କଳା ହୋଇପାରେ, ତେଣୁ ପ୍ରତିଦିନ ଅତି କମରେ ୮ ଗ୍ଲାସ୍ ପାଣି ପିଅନ୍ତୁ। ଏହାସହିତ ଆପଣ ନଡ଼ିଆ ପାଣି, କମଳା ରସ ମଧ୍ୟ ନେଇପାରିବେ।

୪- ଓଠ ବାମ ଲଗାନ୍ତୁ: ଯଦି ଆପଣ ଓଠକୁ ଗୋଲାପୀ ରଖିବାକୁ ଚାହୁଁଛନ୍ତି, ତେବେ କେବଳ ଓଠ ବାମ ଏବଂ ଲିପଷ୍ଟିକ୍ ବ୍ୟବହାର କରନ୍ତୁ, ଯେଉଁଥିରେ ଏସପିଏଫ-୨୦ ଅଛି।

Categories
ଜୀବନ ଶୈଳୀ ବିଶେଷ ଖବର

ଗୃହରେ ବାସ୍ତୁ ଦୋଷ ଥିଲେ କରନ୍ତୁ ଏହି ସରଳ ଉପାୟ: ଦୂର ହେବ ସବୁ ସମସ୍ୟା

ନୂଆଦିଲ୍ଲୀ: ବାସ୍ତୁଶାସ୍ତ୍ର ଅନୁସାରେ ବାସ୍ତୁ ଦୋଷ ରହୁଥିବା ଘରେ ସୁଖ ଶାନ୍ତି ଏବଂ ପରିବାରର ଉନ୍ନତିରେ ସମସ୍ୟା ଦେଖାଯାଏ। ବାସ୍ତୁ ଦୋଷ କାରଣରୁ କୌଣସି ବ୍ଯକ୍ତିର ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାସହିତ ଘରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖାଯାଏ।

ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ କର୍ପୂରକୁ ମହତ୍ବପୂର୍ଣ୍ଣ ଏବଂ ଫଳପ୍ରଦ ବୋଲି ବିଶ୍ବାସ କରାଯାଏ। କର୍ପୂରର ଏମିତି କିଛି ଉପାୟ ଅଛି, ଯେଉଁଥିରେ ବାସ୍ତୁ ଦୋଷ ଦୂର ହୋଇପାରିବ।

ବାସ୍ତୁ ଦୋଷ ଦୂର କରିବାର ଉପାୟ ଗୁଡିକ ହେଲା:

୧- ଘରର କୋଣରେ କିଛି କର୍ପୂର ରଖିଦିଅନ୍ତୁ, ତାହା ଆପେ ଆପେ ତରଳି ମିଶିଲା ପରେ ପୁନଶ୍ଚ ଆଉ କିଛି କର୍ପୂର ରଖିଦିଅନ୍ତୁ। ଏହା କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇପାରିବ ନାହିଁ।

୨- ଗୃହରେ ସବୁବେଳେ ସକାଳେ ଏବଂ ସନ୍ଧ୍ୟା ସମୟରେ ଦେଶୀ ଘିଅରେ କର୍ପୂରକୁ ମିଶାଇ ଜଳାନ୍ତୁ । ଏଥିରେ ଘରର ସକାରାତ୍ମକ ଶକ୍ତି ସୃଷ୍ଟି ହେବ। ସାଥିରେ ଘରର ସୁଖ ଶାନ୍ତି ଜାରି ରହିବ।