ଆଜିର ଖବର ପୁରୀରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ଭାଗବତ କଥା ସମାପନ: ଆଶୀର୍ବଚନ ନେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ପୁରୀଠାରେ ଆୟୋଜିତ ସ୍ୱାଧ୍ୱୀ ଋତୁମ୍ଭରାଙ୍କ ସାତଦିନିଆ ଭାଗବତ କଥା ସପ୍ତାହ ଆଲୋଚନା କାର୍ଯ୍ୟକ୍ରମର ଉଦ୍ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସ୍ୱାଧ୍ୱୀଙ୍କଠାରୁ ଆଶୀର୍ବଚନ…