ଆଜିର ଖବର ବାରଙ୍ଗରେ ସିରିଜ୍ ମନ୍ଦିର ଚୋରି କଟକ: ବାରଙ୍ଗ ଅଞ୍ଚଳରେ ରବିବାର ଭୋରୁ ସିରିଜ୍ ମନ୍ଦିର ଚୋରି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁର୍ବୃତ୍ତମାନେ ଏକାଧିକ ମନ୍ଦିରର ତାଲା ଭାଙ୍ଗି ଦେବଦେବୀଙ୍କ ସୁନା ଓ…