ଆଜିର ଖବର ବଡ଼ ମାଓ ଡମ୍ପ୍ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି ମାଲକାନଗିରି: ଓଡ଼ିଶା ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜଙ୍ଗଲରୁ ବଡ଼ ମାଓ ଡମ୍ପ୍ ଠାବ କରାଯାଇଛି। ଏଥିରେ ମାଓବାଦୀମାନେ ଲୁଚାଇ ରଖିଥବା ବିପୁଳ ବନ୍ଧୁକ, ଅଫୁଟା ଗୁଳି,…