ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୫୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୭୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୪
ବାଲେଶ୍ଵର ଜିଲ୍ଲାରୁ- ୩୬
ବରଗଡ ଜିଲ୍ଲାରୁ- ୧୦
ଭଦ୍ରକ ଜିଲ୍ଲାରୁ- ୧୧
ବଲାଙ୍ଗୀରି ଜିଲ୍ଲାରୁ- ୧୩
ବୌଦ୍ଧ ଜିଲ୍ଲାରୁ- ୫
କଟକ ଜିଲ୍ଲାରୁ– ୪୦
ଦେବଗଡ ଜିଲ୍ଲାରୁ- ୧୫
ଢେଙ୍କାନାଳ ଜିଲ୍ଲାରୁ- ୧୦
ଗଜପତି ଜିଲ୍ଲାରୁ- ୨୩
ଗଞ୍ଜାମ ଜିଲ୍ଲାରୁ- ୧୬
ଜଗତସିଂହପୁର ଜିଲ୍ଲାରୁ- ୧୪
ଯାଜପୁର ଜିଲ୍ଲାରୁ- ୩୨
ଝାରସୁଗୁଡା ଜିଲ୍ଲାରୁ- ୨୦
କଳାହାଣ୍ଡି ଜିଲ୍ଲାରୁ- ୧୨
କନ୍ଧମାଳ ଜିଲ୍ଲାରୁ- ୨୫
କେନ୍ଦ୍ରାପଡା ଜିଲ୍ଲାରୁ- ୧୮
କେନ୍ଦୁଝର ଜିଲ୍ଲାରୁ- ୧୦
ଖୋର୍ଦ୍ଧା ଜିଲ୍ଲାରୁ- ୮୬
କୋରାପୁଟ ଜିଲ୍ଲାରୁ- ୬୬
ମାଲକାନଗିରି ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୨୩
ନବରଙ୍ଗପୁର ଜିଲ୍ଲାରୁ- ୧୩
ନୟାଗଡ ଜିଲ୍ଲାରୁ- ୨୦
ନୂଆପଡା ଜିଲ୍ଲାରୁ- ୧୯
ପୁରୀ ଜିଲ୍ଲାରୁ- ୮
ରାୟଗଡା ଜିଲ୍ଲାରୁ- ୨୨
ସମ୍ବଲପୁର ଜିଲ୍ଲାରୁ- ୧୭୯
ସୋନପୁର ଜିଲ୍ଲାରୁ- ୨୫
ସୁନ୍ଦରଗଡ ଜିଲ୍ଲାରୁ- ୭୯
ଷ୍ଟେଟ ପୁଲରୁ- ୧୯
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୭୮୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୩ ହଜାର ୧୦୬ ଏବଂ ବର୍ତ୍ତମାନ ୮ ହଜାର ୬୬୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।