ଆଜିର ଖବର କ୍ୟାଶ୍ଲେସ୍ ଚିକିତ୍ସାରେ କ୍ୟାଶ୍ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍ କରୁଛନ୍ତି ଘରୋଇ ହସ୍ପିଟାଲ? ଭୁବନେଶ୍ୱର: ହାତରେ ଆୟୁଷ୍ମାନ କାର୍ଡ, ତଥାପି ଚିକିତ୍ସା ପାଇଁ ଦେବାକୁ ପଡ଼ୁଛି ହଜାର ହଜାର ଟଙ୍କା। ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନାରେ ‘କ୍ୟାଶ୍ଲେସ୍’ ଚିକିତ୍ସାର ପ୍ରତିଶ୍ରୁତି ଥିବା…