ହାଇକୋର୍ଟ ବିଚାରପତି ପଦବୀ

ଭୁବନେଶ୍ୱର: ହାଇକୋର୍ଟରେ ବିଚାରପତିଙ୍କ ଅଭାବ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ସମ୍ପର୍କରେ ସରକାର ଅବଗତ ଅଛନ୍ତି…