ସ୍ବାସ୍ଥ୍ୟ ମସ୍ତିଷ୍କ ଏବଂ କିଡନୀରେ ଜଟିଳତା ସୃଷ୍ଟି କରୁଛି ହିଟୱେଭ : ସତର୍କ ରୁହନ୍ତୁ , ସୁସ୍ଥ ରୁହନ୍ତୁ ଅତ୍ୟଧିକ ଗରମ ମସ୍ତିଷ୍କ, ଆଖି ଏବଂ କିଡନୀରେ ଜଟିଳତା ସୃଷ୍ଟି କରିପାରେ। ହିଟୱେଭ ମସ୍ତିଷ୍କ ଏବଂ କିଡନୀକୁ ପ୍ରଭାବିତ କରୁଛି । ଅତ୍ୟଧିକ ଗରମରେ ଶରୀରରେ ଦେଖାଯାଉଥିବା…