ଆଜିର ଖବର ଅକ୍ଟୋବର ୨୨ ରେ ସମସ୍ତ ରେଳ ଷ୍ଟେସନରେ ନାଗରିକ-କୈନ୍ଦ୍ରିକ ସର୍ବଭାରତୀୟ ‘ରେଳ ଜନ ସଂବାଦ’ ନୂଆଦିଲ୍ଲୀ: ରେଳବାଇ ବୋର୍ଡର ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୬ ମସିହା ଅକ୍ଟୋବର ମାସ ୮ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।…