ଜାତୀୟ ଖବର ଓଡିଶାର ବିଭିନ୍ନ ପାଟଶାଢୀ, ହାତବୁଣା ସାର୍ଟ କିଣିବେ କି ? ଜାଣନ୍ତୁ ଉତ୍କଳିକାର ଆରମ୍ଭ ହେଲା ଅନଲାଇନ ବିକ୍ରି ଭୁବନେଶ୍ୱର, ଆଜିଠାରୁ ଉତ୍କଳିକାର ନିଜସ୍ୱ ୱେବ୍ସାଇଟ୍ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଦ୍ୱାରା ଗୁଗୁଲ ମିଟ୍ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ଏଥର…