ଆଜିର ଖବର ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା : ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ଭୁବନେଶ୍ୱର: ଲୋୟର ପିଏମ୍ଜିରେ ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ପରିବହନ ବିଭାଗ। ବିଶୃଙ୍ଖଳାରେ ସାମିଲ ଥିବା ପ୍ରାୟ ୪୦୦ଟି ଗାଡ଼ି…