ଆଜିର ଖବର ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି ଭୁବନେଶ୍ୱର: ମହାନଦୀ ଟ୍ରିବୁନାଲର ସମୟସୀମା ଆସନ୍ତା ଏପ୍ରିଲ ୧୩ ତାରିଖରେ ସରିବ। ୯ ମାସର ସମୟ ବୃଦ୍ଧି ନହେଲେ ଆସନ୍ତା କାଲି ଟ୍ରିବୁନାଲର ହେବ ଶେଷ ଶୁଣାଣି।…